Latest Odisha News

BREAKING NEWS

Yearly Archives

2025

ଓଲଟିଲା ଗ୍ୟାସ ଟ୍ୟାଙ୍କର

ଭବାନୀପାଟଣା: ବୁଧବାର ସନ୍ଧ୍ୟାରେ କଳାହାଣ୍ଡି ଜିଲ୍ଲାର ବଞ୍ଜାରୀ ଘାଟ ଅଞ୍ଚଳର ଏକ ଘାଟି ରାସ୍ତାରେ ଏକ ଗ୍ୟାସ ଟ୍ୟାଙ୍କର ଓଲଟି ପଡ଼ିଥିଲା। ପ୍ରାରମ୍ଭିକ ରିପୋର୍ଟରେ ଗ୍ୟାସ ଲିକ୍ ହେବାର ସମ୍ଭାବନା ରହିଥିବା ବେଳେ ପୋଲିସ ଏନେଇ ସ୍ପଷ୍ଟ ସୂଚନା ଦେଇନାହିଁ। ଆନ୍ଧ୍ରପ୍ରଦେଶର…

ସଂସଦ ଅଧିବେଶନରେ ଉଠିଲା ଦିଲ୍ଲୀ ପ୍ରଦୂଷଣ ପ୍ରସଙ୍ଗ, ଭୟ କଲେଣି ସାଂସଦ

ନୂଆଦିଲ୍ଲୀ: ସଂସଦ ଅଧିବେଶନରେ ଉଠିଲା ଦିଲ୍ଲୀ ବାୟୁ ପ୍ରଦୂଷଣ ପ୍ରସଙ୍ଗ । ଏତେ ମାତ୍ରାରେ ପ୍ରଦୁଷଣକୁ ନେଇ ଚିନ୍ତାରେ ପଡ଼ିଗଲେଣି ସାଂସଦ ।ଦିଲ୍ଲୀରେ ପ୍ରଦୂଷଣ ଏକ ସମସ୍ୟା ହୋଇ ରହିଛି, ଏବଂ ବାୟୁ ଗୁଣବତ୍ତା ବର୍ତ୍ତମାନ ଖରାପ ହେଉଛି। ଏଠାକାର ବାସିନ୍ଦାମାନେ ସ୍ୱଚ୍ଛ ବାୟୁ ପାଇଁ ଆଗ୍ରହୀ।…

ବାଙ୍କୋ ପଥର ଖଣିରୁ ବିସ୍ଫୋରକ ଲୁଟ୍ ମାମଲାରେ NIAର ଚାର୍ଜସିଟ୍ ଦାଖଲ; ୧୧ମାଓବାଦୀଙ୍କ ନାଁରେ…

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ ଲୁଟ୍ ଘଟଣାରେ ଚାର୍ଜସିଟ୍ ଦାଖଲ । ୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି NIA । ଏହି ଘଟଣାରେ ହଜାରେ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ଦାଖଲ ସହ NIA ତା'ର ତଦନ୍ତ ଜାରି ରଖିଛି । ଚାର୍ଜସିଟରେ ଉଲ୍ଲେଖ…

Marijuana Smuggling: ସିକ୍ରେଟ୍ ଚାମ୍ବରରେ ଗଞ୍ଜେଇ ଚୋରା ଚାଲାଣ, ୨ ଗିରଫ

କଟକ: ଦିନକୁ ଦିନ ଚୋର ମାନଙ୍କର ଚୋରି କରିବାର ତରିକା ବଦଳୁଛି । ପୋଲିସ ହାତରୁ ଖସିବାକୁ ଚୋର ମାନେ ନୂଆ ନୂଆ ପନ୍ଥା ଆପଣଉଛନ୍ତି ଚୋରି କରିବାର । ଏଭଳି ଏକ ଘଟମା ସାମ୍ନାକୁ ଆସିଛି କଟକ ଜିଲ୍ଲାରୁ । ଟାଟା ଏସି ଗାଡ଼ିର ଡାଲାରେ ସ୍ବତନ୍ତ୍ର ଚାମ୍ବର କରି ଚାଲିଥିଲା ଗଞ୍ଜେଇ ଚୋରା ଚାଲାଣ ।…

Indigo Flights Cancelled: ଭୁବନେଶ୍ବରରୁ ୮ଟି ଇଣ୍ଡିଗୋ ବିମାନ ବାତିଲ

ଭୁବନେଶ୍ୱର: ଏବେବି ସୁଧୁରିନି ସ୍ଥିତି । ଇଣ୍ଡିଗୋ ବିମାନ ଚଳାଚଳରେ ଜାରି ରହିଛି ଅଚଳାବସ୍ଥା । ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୮ଟି ବିମାନ ଉଡାଣ ବାତିଲ କରାଯାଇଛି । ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ବାତିଲ ହୋଇଥିବା ଉଡ଼ାଣଗୁଡ଼ିକର ଏକ ବିବରଣୀ…

ଆସନ୍ତୁ ଜାଣିବା ଟିମ ଇଣ୍ଡିଆ ଦବଙ୍ଗ, ଧୂରନ୍ଧର ବାହୂବଳୀ, ସୈୟରା କିଏ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଏବେ କେତେକ କ୍ରିକେଟରଙ୍କୁ ଲୋକପ୍ରିୟ ଫିଲ୍ମ ନାମ ମିଳିଛି । ଏହି ନାମ ଯୁବ ବ୍ୟାଟ୍ସମ୍ୟାନ ଯଶସ୍ୱୀ ଜୈସୱାଲ ଦେଇଛନ୍ତି । ଯେତେବେଳେ ତାଙ୍କୁ ଏ ସମ୍ପର୍କରେ ପଚରାଗଲା ସେ କହିଥିଲେ, ଆମ ଟିମର ଧୂରନ୍ଧର କିଏ ? ସେ ହସି କରି କହିଥିଲେ ରୋହିତ ଶର୍ମା । ସେହିପରି…

Tirupati dupatta ‘scam’:ପ୍ରସିଦ୍ଧ ତିରୁପତି ମନ୍ଦିରରେ ନକଲି ଘିଅ ପରେ ‘ନକଲି ସିଲ୍କ’…

ନୂଆଦିଲ୍ଲୀ: ନକଲି ଘିଅ ପରେ ନକଲି ସିଲ୍କ କପଡ଼ାର ମହାଘୋଟାଲା ସାମ୍ନାକୁ ଆସିଛି । ତିରୁମାଲା ତିରୁପତି ଦେବସ୍ଥାନମରେ ୨୦୧୫ରୁ ୨୦୨୫ ମଧ୍ୟରୁ ନକଲି ରେଶମ ଚୁନି ଯୋଗାଯାଇଥିବା ଜଣାପଡିଛି ।୨୦୧୫ ରୁ ୨୦୨୫ ପର୍ଯ୍ୟନ୍ତ ଏକ ଦଶନ୍ଧି ଧରି ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁମାଲା ମନ୍ଦିର ପରିଚାଳନା…

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ଦୁଇ ଗାଁକୁ ନେଇ ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ଦୁଇ ଗାଁ ବିବାଦକୁ ନେଇ କେଭି ସିଂହଦେଓଙ୍କ ବୈଠକ। ଏମ୍‌ଭି ୨୬ ଓ ରାଖେଲଗୁଡ଼ା ଗାଁ ବିବାଦକୁ ନେଇ ଚାଲିଛି ବୈଠକ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ ଚାଲିଥିବା ବେଳେ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି। ଜିଲ୍ଲାପାଳ, ଏସ୍‌ପି, ADG, DIGଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ…

କିଏ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ତରାଧିକାରୀ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ତରାଧିକାରୀ କିଏ ହେବେ? ବର୍ତ୍ତମାନ ଏହି ପ୍ରସଙ୍ଗରେ ଜୋର ଧରିଛି ଚର୍ଚ୍ଚା। ମୋଦିଙ୍କ ଉତ୍ତରାଧିକାରୀ କିଏ ହେବେ ବୋଲି ପଚରାଯିବାରୁ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ବିତର୍କରେ ଅଂଶଗ୍ରହଣ କରିବାକୁ ସ୍ପଷ୍ଟ…