Latest Odisha News

BREAKING NEWS

Yearly Archives

2025

ବିପଦରେ ମେଘନାଦ ପାଚେରି, ଗଳୁଛି ପାଣି…

ଭୁବନେଶ୍ବର: ବିପଦରେ ମେଘନାଦ ପାଚେରି ପାଚେରି।ପାଚେରିରୁ ଗଳୁଛି ପାଣି। ଯୋଡ଼େଇରେ ଫାଟ ହୋଇ ବୋହୁଛି ଆନନ୍ଦ ବଜାର ମଇଳା ପାଣି। ପାଚେରି ଉପରେ ଚରିଗଲାଣି ଶିଉଳି। ବର୍ଷେ ତଳେ ଶିଉଳି ଛଡ଼ାଇ ଫାଟ ଯୋଡ଼େଇ କରାଯାଇଥିଲା । ଗ୍ରାଉଟିଂ କରାଯିବା ପରେ ଡ୍ରେନ୍‌ ପାଣି ପାଚେରି ଦେଇ ଝରିବା ବନ୍ଦ…

Massive Ruckus In Kolkata: ମମତା ବାନାର୍ଜୀଙ୍କୁ ଗିରଫ କରାଯିବା ଉଚିତ: ହିମନ୍ତ ବିଶ୍ୱ ଶର୍ମା

କୋଲକାତା: ମୁହାଁମୁହିଁ ହେଲେ ଦୁଇ ମୁଖ୍ୟମନ୍ତ୍ରୀ । ଫୁଟବଲ୍ ଆଇକନ୍ ଲିଓନେଲ୍ ମେସିଙ୍କ କୋଲକାତା ଗସ୍ତ ସମୟରେ ଦେଖାଦେଇଥିବା ବିଶୃଙ୍ଖଳାକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ପଶ୍ଚିମବଙ୍ଗ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ…

IndiGo:ବ୍ୟାପକ ବିମାନ ବାତିଲ ପରେ, ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା । ଯାହାଦ୍ଵାରା ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏପରି ଏକ ସମସ୍ୟା ପାଇଁ ସୋସିଆଲ ମିଡ଼ିଆରେ ମଧ୍ୟ ବହୁ ଉତ୍ତେଜନା ଦେଖିବାକୁ ମିଳିଥିଲା ।  ସେଥିପାଇଁ ପୂର୍ବରୁ ଅଧ୍ୟକ୍ଷ ବିକ୍ରମ ସିଂହ ମେହେଟ୍ଟା…

ଫାଷ୍ଟ ଆଣ୍ଡ ଫ୍ୟୁରିୟସର ଆଗାମୀ ଫିଲ୍ମରେ ଅଭିନୟ କରିପାରନ୍ତି କ୍ରିଷ୍ଟିଆନୋ ରୋନାଲ୍ଡୋ

ନୂଆଦିଲ୍ଲୀ: ହଲିଉଡର ଲୋକପ୍ରିୟ ଫିଲ୍ମ ଷ୍ଟାର ଭିନ ଡିଜେଲ ଫାଷ୍ଟ ଆଣ୍ଡ ଫ୍ୟୁରିୟସର ଆଗାମୀ ସଂସ୍କରଣ ନେଇ ଏକ ବଡ ସୂଚନା ଦେଇଛନ୍ତି । ସେ ପର୍ତୁଗାଲର ଲୋକପ୍ରିୟ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ସେ ଏଥିରେ କ୍ୟାପଶନ ଲେଖିଛନ୍ତି…

Fake weddings: ଅଜବ ବିବାହ, ଯେଉଁଠାରେ ଝିଅମାନେ ବିବାହ ପରେ ସେମାନଙ୍କ ବରକୁ ଛାଡି ଦିଅନ୍ତି

ନୂଆଦିଲ୍ଲୀ: ଭୋଜିଭାତ ଅଳଙ୍କାରରେ ଖର୍ଚ୍ଚ ହୁଏ ଲକ୍ଷ ଲକ୍ଷ ଟଙ୍କା ।  ଫୁଲରେ ସଜ୍ଜା ହୋଇଥାଏ ବିବାହ ମଣ୍ଡପ ।  ତିନି ଦିନ ଧରି ଚାଲିଥାଏ ଏହି ବିବାହ ଉତ୍ସବ। ପୁରା ଏକ ବାହାଘରର ରୀତିନୀତିଗୁଡ଼ିକ ହୋଇଥାଏ , କିନ୍ତୁ  ବାସ୍ତବରେ ଏହା  ଏକ ନକଲି ବିବାହ । ଯେତେବେଳେ ଏହି ଆଶ୍ଚର୍ଯ୍ୟଜନକ…

ଗୋଆ ଅଗ୍ନିକାଣ୍ଡ ଘଟଣା ପରେ ରାଜଧାନୀର ବାର ଓ ରେଷ୍ଟୁରାଣ୍ଟରେ ରାତି ଅଧିଆ ଚଢ଼ାଉ

ଭୁବନେଶ୍ବର: ଗୋଆ ଅଗ୍ନିକାଣ୍ଡ ଘଟଣା ପରେ ସଜାଗ ହୋଇଛି ଓଡିଶାର ଅବକାରୀ ବିଭାଗ । ରାଜଧାନୀର ପ୍ରତ୍ୟେକଟି ବାର ଓ ରେଷ୍ଟୁରାଣ୍ଟରେ ଚଢ଼ାଉ ଜାରି ରଖିଛି । ଏହି ପ୍ରରିପେକ୍ଷୀରେ ଶନିବାର ରାତି ଅଧରେ ରାଜଧାନୀର ବାର ଓ ରେଷ୍ଟୁରାଣ୍ଟରେ ଅବକାରୀ ବିଭାଗର ୭ ଜଣିଆ ଟିମ୍ ଚଢାଉ କରିଛି । ଦିନ…

kolkata salt lake stadium: ମମତାଙ୍କୁ ଟାର୍ଗେଟ କଲେ ପଶ୍ଚିମବଙ୍ଗ ରାଜ୍ୟପାଳ

ନୂଆଦିଲ୍ଲୀ: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କୁ ଦେଖିବା ପାଇଁ କୋଲକାତାର ସଲ୍ଟ ଲେକ ଷ୍ଟାଡିୟମରେ ପ୍ରଶଂସକମାନେ ଏକାଠି ହୋଇଥିଲେ । ମେସିଙ୍କୁ ଦେଖିନପାରି ଷ୍ଟାଡ଼ିୟମରେ ହୋଇଥିବା ବଡ଼ ଧରଣର ହଙ୍ଗାମାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଘଟଣା ପରେ ମୁଖ୍ୟମନ୍ତ୍ରୀ ମମତା…

CRPF Jawan: ନକ୍ସଲଙ୍କ ବଡ ହିଂସାତ୍ମକ ଯୋଜନା ପଣ୍ଡ; ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଜବତ

ବିଜାପୁର: ନକ୍ସଲ-ପ୍ରବଣ ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲାରେ ନକ୍ସଲ ବିରୋଧୀ ଅଭିଯାନ ସମୟରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି । ଏଠାରେ CRPFର ୮୫ତମ ବାଟାଲିୟନର ଯବାନମାନେ ବହୁ ମାତ୍ରାରେ ନକ୍ସଲଙ୍କ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଜବତ କରିଛନ୍ତି । ମିଳିଥିବା ସୂଚନା…

Delhi Blast: ଲାଲକିଲ୍ଲା ବିସ୍ଫୋରଣ ଘଟଣା, ୨ ଜଣଙ୍କୁ ଉଠାଇନେଲା ଦିଲ୍ଲୀ ପୋଲିସ

ଭୁବନେଶ୍ୱର: ଦିଲ୍ଲୀ କାର୍ ବୋମା ବିସ୍ଫୋରଣ ଘଟଣାରେ ତଦନ୍ତ ଜାରି ରହିଛି । ଆତଙ୍କବାଦୀମାନେ ବ୍ୟବହାର କରିଥିବା ମୋବାଇଲ୍ ସିମ୍ ଯାଜପୁର ଓ ଭଦ୍ରକରୁ କିଣାଯାଇଥିବା ଜଣାପଡ଼ିବା ପରେ ଦିଲ୍ଲୀ ପୋଲିସ ଏ ସଂପର୍କରେ ଖୋଳତାଡ଼ ଜାରି ରଖିଥିଲା । କାଲି ରାତିରେ ଯାଜପୁର ଓ ଭଦ୍ରକ ମଞ୍ଜୁରୀରୋଡ୍…

Road Accident: ହାଇୱା-କାର୍‌ ମୁହାଁମୁହିଁ ଧକ୍କା: ସାମ୍ବାଦିକ ଓ ତାଙ୍କ ପତ୍ନୀ ଗୁରୁତର…

ଢେଙ୍କାନାଳ: ହାଇୱା-କାର୍‌ ମୁହାଁମୁହିଁ ଧକ୍କା । ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ହୋଇଥିବା ସ୍ବାମୀ ସ୍ତ୍ରୀ ହେଲେ ସାମ୍ବାଦିକ ଦେବବ୍ରତ ପଟ୍ଟନାୟକ, ପତ୍ନୀ ଇତିଶ୍ରୀ ପଟ୍ଟନାୟକ ବୋଲି ଜଣାପଡିଛି । ଏଭଳି ଘଟଣା ଘଟିଛି ଢେଙ୍କାନାଳ ସଦର ଥାନା ଗେଙ୍ଗୁଟିଆ ନିକଟରେ ।…