Cold Wave: ପ୍ରବଳ ଜାଡ଼ରେ ଥରହର ରାଜ୍ୟବାସୀ, ସପ୍ତାହେ ଯାଏଁ ବଦଳିବନି ପାଗ..
ଭୁବନେଶ୍ୱର: ଖସୁଛି ପାରଦ ରାଜ୍ୟରେ ବଢୁଛି ଶୀତ । ଅସହ୍ୟ ଜାଡରେ ଥରହର ଓଡିଶାବାସୀ । ଗତ ସପ୍ତାହେ ଧରି ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରିସାରିଲାଣି । ଅନ୍ୟପଟେ, ଓଡଟିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଦାରିଙ୍ଗବାଡ଼ିରେ ପ୍ରବଳ ଶୀତ ସାଙ୍ଗକୁ ତୁଷାରପାତ…