Maoists surrender: ୨ ହାର୍ଡକୋର ନକ୍ସଲଙ୍କ ଆତ୍ମସମର୍ପଣ;୨୦ବର୍ଷ ଧରି ସଂଗଠନରେ ଥିଲେ ସକ୍ରିୟ
ରାୟପୁର: ଛତିଶଗଡ଼ରେ ନକ୍ସଲମାନେ କ୍ରମାଗତଭାବେ ଆତ୍ମସମର୍ପଣ କରୁଛନ୍ତି। ଶନିବାର ଦିନ ଗରିଆବନ୍ଦରେ ଜଣେ ମହିଳା ଏବଂ ଜଣେ ପୁରୁଷ ସମେତ ଦୁଇଜଣ ନକ୍ସଲ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତକୁ ଫେରିଛନ୍ତି । ଉଭୟ ନକ୍ସଲଙ୍କ ମୁଣ୍ଡ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ଥିଲା। ଉଭୟ ୨୦ ବର୍ଷରୁ ଅଧିକ ସମୟ…