Latest Odisha News

BREAKING NEWS

Yearly Archives

2025

ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବ; ୩୦୫୯ ଜଣଙ୍କୁ ଡିଗ୍ରୀ ପ୍ରଦାନ

ଭୁବନେଶ୍ୱର: ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ୧୩ତମ ସମାବର୍ତ୍ତନ ଉତ୍ସବ ଆୟୋଜିତ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ଯପାଳ ଡ. ହରିବାବୁ କମ୍ଭମପତି ଯୋଗଦେଇ କହିଥିଲେ ଯେ, ନୂତନତାକୁ ଆପଣେଇବା ଓ ବୃହତ୍ତର କଲ୍ୟାଣ ପାଇଁ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରିବାକୁ…

ବେଙ୍ଗାଲୁରରୁ ଘୁଂଚିବନି ଆଇପିଏଲ ମ୍ୟାଚ

ବେଙ୍ଗାଲୁର: କର୍ଣ୍ଣାଟକ ଉପ ମୂଖ୍ୟମନ୍ତ୍ରୀ ଡିକେ ଶିବକୁମାର ସ୍ପଷ୍ଟ କରିଛନ୍ତି ଯେ ବେଙ୍ଗାଲୁରରୁ ଆଇପିଏଲ ମ୍ୟାଚ ଘୁଂଚା ଯିବନି । ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମ ଆମ ଗର୍ବ । ଏଠାରେ ପୂର୍ବ ଭଳି ମ୍ୟାଚ ହେବ । ଆଇପିଏଲ ୨୦୨୫ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ପ୍ରଥମ ଥର ପାଇଁ ଟାଇଟଲ ହାସଲ…

Joranda Mela: ଜାନୁଆରୀ ୩୧ରୁ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା; ପ୍ରମୁଖ ସ୍ଥାନରେ ଲାଗିବ ସିସିଟିଭି

ଢେଙ୍କାନାଳ:୨୦୨୬ ଜାନୁଆରୀ ୩୧ ତାରିଖଠାରୁ ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ଅନୁଷ୍ଠିତ ହେବ । ଜଗତର ମଙ୍ଗଳ ପାଇଁ ମହିମା ସନ୍ନ୍ୟାସୀମାନେ ଝାଡଦ୍ଵୀପ ପ୍ରଜ୍ବଳନ କରିବେ। ସାରା ଭାରତର କୋଣ ଅନୁକୋଣରୁ ମହିମା ସାଧୁ ଓ ଶ୍ରଦ୍ଧାଳୁମାନେ ମହିମାଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଏହି ଯୋରନ୍ଦା…

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍; ସର୍ବସାଧାରଣ ନିମନ୍ତେ ଟ୍ରାଫିକ କଟକଣା ଜାରି

କଟକ: ଆସନ୍ତା ୯ ତାରିଖ ଦିନ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚ। ସେହିପରି ୮ ତାରିଖ ଦିନ ଅଭ୍ୟାସ ମ୍ୟାଚ ହେବାକୁ ଯାଉଅଛି । ଏହି ଦିନ ମ୍ୟାଚ୍ ଓ ଖେଳାଳି ମାନଙ୍କୁ ଦେଖିବା ନିମନ୍ତେ ବାରବାଟୀ ଷ୍ଟାଡିୟମ୍ ଓ ଏହାର…

ସୟେଦ ମୁସ୍ତାକ ଅଲୀ ଟ୍ରଫି: ଓଡିଶାର ବିଜୟ ଅଭିଯାନ ଜାରୀ

ଲକ୍ଷ୍ନୌ: କ୍ରମାଗତ ୩ଟି ପରାଜୟ ସହ ସୟେଦ ମୁସ୍ତାକ ଅଲୀ ଟ୍ରଫିରେ ଅଭିଯାନ ଆରମ୍ଭ କରିଥିବା ଓଡିଶା ଏବେ ବିଜୟ ରଥରେ ସବାରୀ ହୋଇଛି । ବିପ୍ଲବ ସାମନ୍ତରାୟଙ୍କ ଅଲରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆସାମକୁ ୭୩ ରନରେ ହରାଇବା ସହ ଓଡିଶା ହ୍ୟାଟ୍ରିକ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଓଡିଶା…

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର; ନନ୍ଦନକାନନରେ ପୁଣି ଆରମ୍ଭ ହେବ ନୌକା ବିହାର

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଥିବା ନୌକା ବିହାର ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । ଏବେ ଏହାକୁ ଚଳାଇବା ଦାୟିତ୍ୱ ନନ୍ଦନକାନନ କର୍ତ୍ତୃପକ୍ଷ ନିଜ ହାତକୁ ନେଇଛନ୍ତି । ଦୀର୍ଘ ଦିନ ହେବ ନୌକା ବିହାର ବନ୍ଦ ଥିବାରୁ ପର୍ଯ୍ୟଟକ ନିରାଶ ହୋଇ ଫେରୁଥିଲେ । ହେଲେ ସୁରକ୍ଷିତ ଭାବେ ନୌକା…

Israel, Hamas Update: ଶାନ୍ତି ଚୁକ୍ତିରେ ରାଜି ହେଲା ହମାସ, ଇସ୍ରାଏଲ କ’ଣ ରାଜି ହେବ?

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ବିବାଦର ଅନ୍ତ ପାଇଁ, ଆମେରିକା ଏକ ୨୦ ସୂତ୍ରୀ ଯୋଜନା ପ୍ରସ୍ତୁତ କରିଥିଲା, ଏବଂ ଏହା ଉପରେ କାର୍ଯ୍ୟ ଆରମ୍ଭ ହୋଇଛି। ହମାସ ଦ୍ୱାରା ଜୀବିତ ଇସ୍ରାଏଲୀ ବନ୍ଧକମାନଙ୍କୁ ମୁକ୍ତ କରାଯାଇଥିଲା, କିନ୍ତୁ ଯେତେବେଳେ ମୃତଦେହ ଫେରାଇବା ଆରମ୍ଭ ହେଲା, ଇସ୍ରାଏଲ ଅଭିଯୋଗ…

ଇଣ୍ଡିଗୋ ସଙ୍କଟ: କମ୍ପାନୀ ପକ୍ଷରୁ ଆଜି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଗତ ପାଞ୍ଚ ଦିନ ଧରି ଚାଲିଥିବା ଇଣ୍ଡିଗୋ ସଙ୍କଟ ଯୋଗୁଁ ଶନିବାର ୮୦୦ରୁ ଅଧିକ ବିମାନ ବାତିଲ କରାଯାଇଥିଲା। ତେବେ ଏହି ଧାରା ଷଷ୍ଠ ଦିନ ପାଇଁ ଜାରି ରହିଛି। ଯଦିଓ ଇଣ୍ଡିଗୋ ଏହାର ୯୫% ରୁଟରେ ବିମାନ ପରିଚାଳନାକୁ ସ୍ୱାଭାବିକ କରିଥିବା ଦାବି କରୁଛି। ବିମାନ କମ୍ପାନୀ ଅନୁଯାୟୀ,…

ଆଉ ୬ ଜଣ ୱାରେଣ୍ଟ୍ ଆସାମୀଙ୍କୁ ପଳାତକ ଘୋଷଣା

କଟକ: ନିକଟରେ କଟକ ଜିଲ୍ଲାରେ ବର୍ଷ ବର୍ଷ ହେଲା ଫେରାର୍ ଥିବା ୩୩ ଜଣ ୱାରେଣ୍ଟ୍ ଆସାମୀଙ୍କୁ କଟକ ଜିଲ୍ଲା ପୋଲିସ ପଳାତକ ଘୋଷଣା କରିଥିବାବେଳେ, ଏବେ ଆଉ ୬ ଜଣଙ୍କୁ ପଳାତକ ଘୋଷଣା କରିଛି କଟକ ଜିଲ୍ଲା ପୋଲିସ । ଏହାକୁ ମିଶାଇ ୱାରେଣ୍ଟ୍ ଆସାମୀଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି । ବର୍ତ୍ତମାନ…

Shyok Tunnel in Ladakh: ସେନାର ଗତିବିଧି ଏବଂ ଅସ୍ତ୍ରଶସ୍ତ୍ର ଯୋଗାଣ ହେବ ସହଜ…ଉଦଘାଟନ ହେଲା ଶ୍ୟୋକ୍ ଟନେଲ୍

ନୂଆଦିଲ୍ଲୀ: ଭାରତର ସୀମା ଭିତ୍ତିଭୂମିକୁ ସୁଦୃଢ଼ ​​କରିବା ପାଇଁ ଆଉ ଏକ ପ୍ରମୁଖ ପଦକ୍ଷେପ ନିଆଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର ଦିନ ଲଦାଖର ଶ୍ୟୋକ୍ ଟନେଲରୁ( Shyok Tunnel) ସୀମା ସଡ଼କ ସଂଗଠନ (BRO)ର ୧୨୫ଟି ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦଘାଟନ…