ଥରୁଛି ଓଡ଼ିଶା; ୧୦°C ତଳେ ୧୧ ସହର…
ଭୁବନେଶ୍ୱର: ଡିସେମ୍ବର ୧୩ ତାରିଖ ଯାଏଁ ଓଡ଼ିଶାରେ ଶୀତ ଲହରୀ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ବୁଧବାର ସୂଚନା ଦେଇଛି।
ଡିସେମ୍ବର ୧୧ ସକାଳ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଅନୁଗୁଳ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଜୟପୁର, ଖୋର୍ଦ୍ଧା, ନବରଙ୍ଗପୁର,…