Latest Odisha News

BREAKING NEWS

Yearly Archives

2026

ବିଜୟ ଉତ୍ସବରେ ଅଘଟଣ; ବାଣ ଫୁଟି କନଷ୍ଟେବଳ ଗୁରୁତର

ରାୟଗଡା: ରାୟଗଡ଼ା ଜିଲ୍ଲା ପୋଲିସ କନଷ୍ଟେବଳ ଓ ହାବିଲଦାର ସଂଘ ନିର୍ବାଚନ ବିଜୟ ଉତ୍ସବରେ ଅଘଟଣ। ବାଣ ଫୁଟି କନଷ୍ଟେବଳ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି । ଆହତ କନେଷ୍ଟବଳ ଜଣକ ହେଲେ କୃଷ୍ଣଚନ୍ଦ୍ର ବାଗ(ବନି)। କୃଷ୍ଣଚନ୍ଦ୍ରଙ୍କୁ ସାଥୀ…

Gopalpur Beach Festival: ଗୋପାଳପୁର ବେଳାଭୂମି ମହୋତ୍ସବ ତାରିଖ ଘୁଞ୍ଚିଲା;୨୨ ନୁହେଁ …

ବ୍ରହ୍ମପୁର: ଗୋପାଳପୁର ବେଳାଭୂମି ମହୋତ୍ସବ ଜାନୁଆରୀ ୨୨ ବଦଳରେ ଜାନୁଆରୀ ୨୭ରୁ ୩୦ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଅନୁଷ୍ଠିତ ହେବ । ପୂର୍ବରୁ ଜାନୁଆରୀ ୨୨ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ନେଇ ଧାର୍ଯ୍ୟ ହୋଇଥିଲା । ୨୭ ତାରିଖରେ ରାଜ୍ୟପାଳଙ୍କ ଦ୍ବାରା ଗୋପାଳପୁର…

ବଡ଼ ଧରଣର ଡକାୟତି ଯୋଜନାକୁ ଫେଲ କଲା ପୋଲିସ; ୫ ଡକାୟତ ଗିରଫ

ଖୋର୍ଦ୍ଧା:୫ ଡକାୟତଙ୍କୁ ଗିରଫ କଲା ଜଟଣୀ ପୋଲିସ । ସେମାନଙ୍କ ଠାରୁ ଖଣ୍ଡା, ଛୁରୀ, ଲାଠି, ଲଙ୍କା ଗୁଣ୍ଡ ସହ ମଦ ବୋତଲ ଜବତ ହୋଇଛି । ମଙ୍ଗଳବାର ରାତିରେ ଜଟଣୀ ଆଇଆଇସି ଷ୍ଟାଲିନ ବିଶ୍ୱାଳ ବିଶେଷ ସୂତ୍ରରୁ ଖବର ପାଇଥିଲେ ଜଟଣୀ ଅନ୍ତର୍ଗତ ମାଣିଆ ଛକ ନିକଟରେ କିଛି ଯୁବକ ଡକାୟତି କରିବା ପାଇଁ…

ଆହୁରି ୩ ଦିନ କଲବଲ କରିବ ଶୀତ…

ଭୁବନେଶ୍ୱର: ଶୀତ ଲହରୀ ଆହୁରି ତିନି ଦିନ ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ତରଫରୁ ବୁଧବାର ଦିନ ସୂଚନା ମିଳିଛି। ଜାନୁଆରୀ ୧୫ ଓ ୧୬ ତାରିଖରେ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, କନ୍ଧମାଳ, ସୋନପୁର, ସୁନ୍ଦରଗଡ଼ ଏବଂ…

Men’s Hockey India League 2026: କଳିଙ୍ଗର କ୍ରମାଗତ ଚତୁର୍ଥ ବିଜୟ ;ପରବର୍ତ୍ତୀ ମ୍ୟାଚ ଭୁବନେଶ୍ବରରେ…

ରାଞ୍ଚି:ବେଦାନ୍ତ କଳିଙ୍ଗ ଲାନସର୍ସ (Vedanta Kalinga Lancers)ପୁରୁଷ ହିରୋ ହକି ଇଣ୍ଡିଆ ଲିଗରେ ନିଜର ଅପରାଜିତ ଧାରା ବଜାୟ ରଖିଛି । ଆଜି ରାଞ୍ଚି ସ୍ଥିତ (ବୁଧବାର ଦିନ) ମାରାଙ୍ଗ ଗୋମକେ ଜୟପାଲ ସିଂହ ଆଷ୍ଟ୍ରୋ ଟର୍ଫ ହକି ଷ୍ଟାଡିୟମରେ ହାଇଦ୍ରାବାଦ ତୁଫାନ୍ସ (Hyderabad…

ମିଚେଲଙ୍କ ଶତକ ଆଗରେ ଫିକା ପଡିଲା ରାହୁଲଙ୍କ ପ୍ରଦର୍ଶନ: ସିରିଜ ବରାବର କଲା ନ୍ୟୁଜିଲାଣ୍ଡ

ରାଜକୋଟ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଡାରେଲ ମିଚେଲଙ୍କ ବିସ୍ଫୋରକ ଶତକ ସହାୟତାରେ ନ୍ୟୁଜିଲାଣ୍ଡ ୭ ୱିକେଟରେ ଭାରତକୁ ପରାସ୍ତ କରିଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜ ୧-୧ ସମାନ ସ୍ଥିତିକୁ ଆସିଯାଇଛି । ଭାରତ ପ୍ରଦତ ୨୮୫ ରନର ବିଜୟ ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ…

ଶାନ୍ତି ଓ ଅହିଂସାର ବାର୍ତ୍ତା ଦେଉଛି ଉଦୟଗିରିରେ ଆୟୋଜିତ ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ; ବୌଦ୍ଧ ଧର୍ମ ପୁସ୍ତକ…

ଯାଜପୁର: ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ,ପର୍ଯ୍ୟଟନ ବିଭାଗ ଏବଂ ଯାଜପୁର ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଦ୍ଵିତୀୟ ଗୁରୁ ପଦ୍ମସମ୍ଭବଙ୍କ ପ୍ରାର୍ଥନା ସମାରୋହ ତଥା ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ ବେଶ୍ ଉତ୍ସାହର ସହ ପାଳନ କରାଯାଉଛି। ଆଜି ସମ୍ମିଳନୀର ଚତୁର୍ଥ ଦିନରେ ଉପ…

୧୩ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ; ଜଣେ ଅଭିଯୁକ୍ତ ଗିରଫ

ପୁରୀ: ପୁରୀରୁ ଜବତ ହେଲା ୧୩୦ ଗ୍ରାମ୍ ବ୍ରାଉନ ସୁଗାର । । ଅବକାରୀ ଟିମ୍ ଚଢାଉ କରି ୧୩ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ହେଲେ ପିପିଲି ସୁଲତାନ ନଗରର ଚିଣ୍ଟୁ ମେଣ୍ଟା। ସୂଚନାଥାଉକି,ସତ୍ୟବାଦୀ ଥାନା ଅନ୍ତର୍ଗତ ସିଦ୍ଧ ବକୁଳ ଛକଠାରେ…

ମଜଭୁତ ହେଉଛି ଭାରତୀୟ ପାସପୋର୍ଟ; ଏବେ ୫୫ ଦେଶରେ ଭିସା ଫ୍ରି ଏଣ୍ଟ୍ରି…

ନୂଆଦିଲ୍ଲୀ: ହେନଲି ପାସପୋର୍ଟ ଇଣ୍ଡେକ୍ସ ୨୦୨୬ ତାଲିକା ପ୍ରକାଶ ପାଇଛି। ଯେଉଁଥିରେ ଭାରତୀୟ ପାସପୋର୍ଟର ରାଙ୍କିଂରେ ଉନ୍ନତି ଦେଖାଯାଇଛି। ତେବେ ଗତ ବର୍ଷ ଭାରତ ୮୫ ତମ ସ୍ଥାନରେ ଥିଲା କିନ୍ତୁ ଚଳିତ ବର୍ଷ ଏହା ପାଞ୍ଚଟି ସ୍ଥାନ ଉପରକୁ ଯାଇ ୮୦ ତମ ସ୍ଥାନରେ ପହଞ୍ଚିଛି। ଚଳିତ ବର୍ଷ ନାଇଜର ଏବଂ…

୬୪ ଚାଲର ମହାରଥୀ ବିଶ୍ୱନାଥନ କିଟରେ ଉଦଘାଟନ କଲେ ଚେସ ମହାକୁମ୍ଭ

ଭୁବନେଶ୍ୱର: ଭାରତର ଚେସ ସୁପରଷ୍ଟାର ଓ ୬୪ ଚାଲର ମହାରଥୀ ବିଶ୍ୱନାଥନ ଆନନ୍ଦ କିଟ୍‍ ରେ ସାମାଜିକ ଏବଂ ଶିକ୍ଷାଗତ ଚେସ୍ (ସୋସିଆଲ୍ ଆଣ୍ଡ ଏଜୁକେସନାଲ୍ ଚେସ୍‌) ଉପରେ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀକୁ ଉଦଘାଟିତ କରିଛନ୍ତି । ଏହି ଅବସରରେ ସେ ଛାତ୍ରଛାତ୍ରୀମାନଙ୍କୁ ଚେସ ଖେଳିବା ପାଇଁ…