ଇରାନ ହିଂସାରେ ୨୦୦୦ ମୃତ
ନୂଆଦିଲ୍ଲୀ: ଇରାନରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଗତ ଦୁଇ ସପ୍ତାହ ମଧ୍ୟରେ ସେଠାରେ ମୃତ୍ୟୁ ସଂଖ୍ୟା ୨୦୦୦ ଅତିକ୍ରମ କରିଥିବା ନେଇ ସୂଚନା ମିଳିଛି। ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ପ୍ରଦର୍ଶନକାରୀ ଏବଂ ସୁରକ୍ଷା କର୍ମୀ ଉଭୟ ଥିବା ନେଇ ମଙ୍ଗଳବାର ଦିନ ଜଣେ ଇରାନୀ ଅଧିକାରୀ କହିଛନ୍ତି।…