Latest Odisha News

BREAKING NEWS

Yearly Archives

2026

Iran Protest: ତେହେରାନ ରାସ୍ତାରେ ତିନି ପିଢ଼ିର କ୍ରୋଧ, ଇରାନରେ ପ୍ରତିବାଦର ଆକର୍ଷଣୀୟ ଇତିହାସ… 

ନୂଆଦିଲ୍ଲୀ: ଇରାନ ଏକ ଶିକ୍ଷିତ ଏବଂ ବୁଦ୍ଧିମାନ ଦେଶ। ଗତ ଶତାବ୍ଦୀରେ, ଏହା ବାରମ୍ବାର ଆଭ୍ୟନ୍ତରୀଣ ଏବଂ ବାହ୍ୟ ରାଜନୀତିର ଶିକାର ହୋଇଛି। ପ୍ରତିବାଦରେ କମ୍ପିଛି ଦେଶ। କେତେବେଳେ, ଏହାକୁ ଧର୍ମ ଲଦି ବିଶ୍ୱର ଏକମାତ୍ର ଇସଲାମିକ ସ୍ୱର ଭାବରେ ସୃଷ୍ଟି କରାଯାଇଥିଲା, ଏବଂ କେତେବେଳେ, ଏହାକୁ…

T20 World Cup: ବାଂଲାଦେଶର ଦାବିକୁ ପ୍ରତ୍ୟାଖ୍ୟାନ କଲା ଆଇସିସି

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଭାରତରେ ହେବାକୁ ଥିବା T20 ବିଶ୍ୱକପ୍ ମ୍ୟାଚ୍ ଗୁଡ଼ିକୁ ସ୍ଥାନାନ୍ତର କରିବାକୁ ବାଂଲାଦେଶର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି। ଆଇସିସିର ସୁରକ୍ଷା ରିପୋର୍ଟ ଅନୁଯାୟୀ ଭାରତରେ ବାଂଲାଦେଶ ଦଳ ପାଇଁ କୌଣସି ଗୁରୁତ୍ୱପୂର୍ଣ୍ଣ ବିପଦ ନାହିଁ।…

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା; ୨୫ ଦିନରେ ଗଲାଣି ୮ ଜୀବନ

ଢାକା: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା କରାଯାଇଛି। ଫେନି ଜିଲ୍ଲାରେ, ଉଗ୍ରବାଦୀମାନେ ୨୮ ବର୍ଷୀୟ ସମୀର କୁମାର ଦାସଙ୍କଠାରୁ ଅଟୋରିକ୍ସା ଛଡ଼ାଇ ହତ୍ୟା କରିଛନ୍ତି। ଅଭିଯୁକ୍ତମାନଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ। ଦୁଇ ଦିନ ପୂର୍ବରୁ ସୁନାମଗଞ୍ଜ ଜିଲ୍ଲାରେ ଜଣେ ହିନ୍ଦୁ…

Pakistan-Indonesia Defence Deal: ଇଣ୍ଡୋନେସିଆକୁ JF-17 ଲଢ଼ୁଆ ବିମାନ ବିକିବ ପାକିସ୍ତାନ

ଇସଲାମାବାଦ: ଇଣ୍ଡୋନେସିଆର ପ୍ରତିରକ୍ଷା ମନ୍ତ୍ରୀ ସଜାଫ୍ରି ସଜାମସୁଦ୍ଦିନ ପାକିସ୍ତାନ ଗସ୍ତରେ ଅଛନ୍ତି। ସେ ସୋମବାର ଦିନ ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଏବଂ ବାୟୁସେନା ମୁଖ୍ୟ ଜାହିର ସିଦ୍ଧୁଙ୍କ ସହ ସାକ୍ଷାତ କରିଥିଲେ। ଏହି ବୈଠକ ପରେ ପାକିସ୍ତାନୀ ସେନା କହିଛି ଯେ ଇଣ୍ଡୋନେସିଆ…

US Iran Crisis: ଆମେରିକାର ଧମକ: ଇରାନ୍ ସହ ବ୍ୟବସାୟ କଲେ ଲାଗିବ ଅତିରିକ୍ତ ଟାରିଫ୍

ୱାଶିଂଟନ: ଇରାନ ଉପରେ ଚାପ ବୃଦ୍ଧି କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟାରିଫ ବୋମା ପକାଇଛନ୍ତି। ଇରାନ୍ ସହ ବ୍ୟବସାୟ କରୁଥିବା ଦେଶମାନଙ୍କୁ ଆମେରିକା ଧମକ ଦେଇଛି। ଟ୍ରମ୍ପ କହିଛନ୍ତି ଯେ ଏଭଳି ଦେଶମାନଙ୍କ ଉପରେ ଲାଗିବ ଅତିରିକ୍ତ ୨୫ ପ୍ରତିଶତ ଟାରିଫ୍। ସୋସିଆଲ୍ ମିଡିଆରେ…

Cold Wave: ରାଜ୍ୟରେ ଅସହ୍ୟ ଥଣ୍ଡା; ରାତି ତାପମାତ୍ରା ୧ରୁ ୨ ଡିଗ୍ରୀ ଖସିବା ସମ୍ଭାବନା

ଭୁବନେଶ୍ବର: ରାଜ୍ୟକୁ ପୁଣି ଫେରିଲା ଶୀତ। ଅସହ୍ୟ ଥଣ୍ଡାରେ କଲବଲ ରାଜ୍ୟବାସୀ। ୧୪ ତାରିଖ ଯାଏ ଶୀତ ଲହରୀ ଜାରି ରହିବ। ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର। ସକାଳ ୫ଟା ୩୦ରେ ୧୦ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର। ମୟୂରଭଞ୍ଜରେ ସର୍ବନିମ୍ନ ତାପମାତ୍ରା ୧ ଡିଗ୍ରୀକୁ ଖସିଲା ପାରଦ।…

MPATGM:ପୁଣି କମାଲ୍ କଲା DRDO; ଟ୍ୟାଙ୍କ ଧ୍ୱଂସକାରୀ ସ୍ୱଦେଶୀ ମିସାଇଲର ହେଲା ସଫଳ ପରୀକ୍ଷଣ

ନୂଆଦିଲ୍ଲୀ:ସ୍ୱଦେଶୀ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ଆଉ ଏକ ବଡ଼ ସଫଳତା ହାସଲ କରିଛି। DRDO ଏକ ଗତିଶୀଳ ଟ୍ୟାଙ୍କ ବିରୁଦ୍ଧରେ ତୃତୀୟ ପିଢ଼ିର ମାନବ-ପୋର୍ଟେବଲ୍ ଆଣ୍ଟି-ଟ୍ୟାଙ୍କ୍ ଗାଇଡେଡ୍ ମିସାଇଲ୍ (MPATGM)( Third Generation Fire and Forget Man Portable…

chilika: ଚିଲିକା ହ୍ରଦର ସାମଗ୍ରୀକ ବିକାଶ ସମ୍ପର୍କିତ ବୈଠକ; ପର୍ଯ୍ୟଟନ ପାଇଁ ସ୍ୱତନ୍ତ୍ର ଯୋଜନା କରିବାକୁ…

ଭୁବନେଶ୍ବର: ଚିଲିକାର ବିକାଶ ପାଇଁ ଏକ ସମନ୍ୱିତ ଯୋଜନା ପ୍ରସ୍ତୁତ କରାଯାଇଛି । ଚିଲିକା ଉନ୍ନୟନ କତ୍ତୃପକ୍ଷଙ୍କ ଏକ ବୈଠକରେ ଚିଲିକାର ଉନ୍ନୟନ ସମ୍ପର୍କରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଚିଲିକା ହେଉଛି ଆମ ଜୈବ ବିବିଧତାର ଏକ ଭଣ୍ଡାର । ତେଣୁ, ଏହାର ସୁରକ୍ଷା ପାଇଁ ସବୁ ପ୍ରକାର…

୧୦ ବିଧାୟକଙ୍କ ସହ ଆଲୋଚନା କଲେ ନବୀନ ପଟ୍ଟନାୟକ;ଲୋକଙ୍କ ସେବା ଜାରି ରଖିବା ପାଇଁ…

ଭୁବନେଶ୍ବର:ଆଜି ସନ୍ଧ୍ୟା ରେ ନବୀନ ନିବାସ ରେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ୧୦ ଜଣ ବିଧାୟକଙ୍କ ସହ ସେମାନଙ୍କ ନିର୍ବାଚନ ମଣ୍ଡଳୀର ବିକାଶ ଓ ସଂଗଠନ ସମ୍ପର୍କରେ ଆଲୋଚନା କରିଥିଲେ। ତୃଣମୂଳ ସ୍ତରରେ ଦଳର ସଂଗଠନ କୁ ମଜବୂତ କରିବା ସହ ଲୋକଙ୍କ ସହ ସିଧା ସଳଖ ସମ୍ପର୍କ ରଖିବା…

ପିଶାଚ ପଡୋଶୀ, ବୃଦ୍ଧାଙ୍କୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା

ମୟୂରଭଞ୍ଜ: ନିଜର ଯୌନ ଲାଳସା ପୂରଣ କରିବା ପରେ ବୃଦ୍ଧାଙ୍କୁ ପଥରରେ ଛେଚି କରିଲେ ହତ୍ୟା। ମୟୂରଭଞ୍ଜ ଜିଲ୍ଲା ଆମ୍ବିକାଦେଇପୁର ଅଞ୍ଚଳର ମହାଲି ଗାଁରୁ ଏପରି ଲୋମ ଟାଙ୍କୁରା ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଘରେ କେହି ନଥିବା ସୁଯୋଗ ନେଇ ବୃଦ୍ଧା ମହିଳାଙ୍କୁ ଦୁଷ୍କର୍ମ କରିଛି ପଡୋଶୀ ।…