Latest Odisha News

BREAKING NEWS

ଆସନ୍ତୁ ଜାଣିବା କେଉଁଠାରେ ଯୌତୁକରେ ମିଳିଥାଏ ୨୧ ବିଷାକ୍ତ ସାପ !

ଭୋପାଳ: ମଧ୍ୟପ୍ରଦେଶର ଗୌରିୟା ସମ୍ପ୍ରଦାୟର ପରମ୍ପରା ଆମମାନଙ୍କୁ ନିଶ୍ଚିତ ଭାବେ ଚିନ୍ତା ଓ ଭୟରେ ପକାଇଦେବ । ଏଠାରେ ବିବାହ ପରେ ଜ୍ୱାଇଁଙ୍କୁ ୨୧ ବିଷାକ୍ତ ସାପ ଯୌତୁକ ଆକାରରେ ଦିଆ ଯାଇଥାଏ । ଯଦି ସାପ ନ ଦିଆଯାଏ ତାହାହେଲେ ସମ୍ପର୍କ ଭାଙ୍ଗିଯିବ ବୋଲି ସେମାନଙ୍କ ବିଶ୍ୱାସ ରହିଛି । ନିର୍ବନ୍ଧ ପରଠାରୁ ଝିଅର ବାପା ସାପ ଖୋଜିବା ଆରମ୍ଭ କରିଥାଏ ।

BjdElectrycity

ଏହାର ପ୍ରକୃତ କାରଣ ହେଲା ଏହି କେଳା ସମ୍ପ୍ରଦାୟ ସାପ ଧରି ଓ ଖେଳାଇ ଅର୍ଥ ରୋଜଗାର କରିଥାନ୍ତି । ସେମାନଙ୍କ ପେଡିରେ ସାପକୁ ଯତ୍ନ ସହକାରେ ରଖା ଯାଇଥାଏ । ଯଦି ଭୁଲରେ ସାପ ମରିଯାଏ ତାହାହେଲେ ଲଣ୍ଡା ହେବା ସହ ସମ୍ପ୍ରଦାୟର ଅନ୍ୟମାନଙ୍କୁ ଭୋଜି ଦେବାକୁ ପଡିଥାଏ ।

Leave A Reply

Your email address will not be published.