ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୭୭୨ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ ସୁସ୍ଥ ହୋଇଛନ୍ତି…
Another 2772 Covid patients have recovered and are being discharged on 15.10.2020
457 from Khordha
202 from Cuttack
185 from Puri
182 from Anugul
150 from Kendrapara
142 from Nuapada
106 from Sundargarh
94 from Baleswar
91 from Jajapur
78 from Kalahandi
74 from Bolangir— H & FW Dept Odisha (@HFWOdisha) October 15, 2020
27 from Dhenkanal
21 from Boudh
18 from Deogarh
84 from State PoolThe total recovered cases of Odisha now stand at 238535
— H & FW Dept Odisha (@HFWOdisha) October 15, 2020
ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ୨,୬୨,୦୧୧ କରୋନା ମାମଲା ରହିଥିବା ବେଳେ ମୋଟ୍ ୨,୩୮,୫୩୫ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏଥିସହିତ ମୋଟ୍ ୧୦୮୯ ଜଣ ମୃତ୍ୟୁ ବରଣ କରିଛନ୍ତି ।
Comments are closed.