Latest Odisha News

BREAKING NEWS

ମୟୁରଭଞ୍ଜରୁ ଜବତ ହେଲା ୩.୨୮ କେଜିର ବ୍ରାଉନ ସୁଗାର, ଜଣେ ଅଟକ

ଭୁବନେଶ୍ୱର: ମୟୁରଭଞ୍ଜରୁ ସ୍ପେଶାଲ୍ ଟାକ୍ସ ଫୋର୍ସ (ଏସଟିଏଫ୍) ଟିମ୍ ରବିବାର ଦିନ ପ୍ରାୟ ୩.୨୮ କିଲୋଗ୍ରାମର ବ୍ରାଉନ ସୁଗାର ଜବତ କରିଛନ୍ତି ।

ଏସମ୍ପର୍କରେ ଓଡିଶା ଡିଜିପି ଅଭୟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ ଏହି ଘଟଣାରେ ସମ୍ପୃକ୍ତି ନେଇ ସ୍ପେଶାଲ୍ ଟାକ୍ସ ଫୋର୍ସ (ଏସଟିଏଫ୍) ଟିମ୍ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି । ଏନେଇ ଅଧିକ ସୂଚନା ମିଳିପାରି ନଥିବା ବେଳେ ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ଜଣାପଡିନାହିଁ ।

Leave A Reply

Your email address will not be published.