ସମ୍ୱଲପୁର : କୁଚିଣ୍ଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକକୁ ପଛ ପଟୁ ଧକ୍କା ଦେଲା ଟ୍ରେଲର । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି । କୁଚିଣ୍ଡା ଜମନକିରା ଥାନା ବଡ଼ରମା ନିକଟରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା । ବାଇକରେ ୩ ଜଣ ଯାଉଥିବା ବେଳେ ଜମନକିରା ଥାନା ବଡ଼ରମା ନିକଟରେ ଏକ ଟ୍ରେଲର ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।
BREAKING NEWS
- LPG Tanker Shivalik: ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଏଲପିଜି କାର୍ଗୋ ଜାହାଜ ‘ଶିବାଲିକ୍; ମଙ୍ଗଳବାର ଆଉ ଏକ ଜାହାଜ ପହଞ୍ଚିବ
- ନକଲି ସିବିଆଇ ଅଧିକାରୀ ପରିଚୟ ଦେଇ କୋଟିଏ ଟଙ୍କାର ସୁନା ଲୁଟ୍; ୩ ଆନ୍ତଃରାଜ୍ୟ ଲୁଟେରା ଗିରଫ
- ଇଗ୍ନୋର ନାମଲେଖା ଅବଧି ଚଳିତ ମାର୍ଚ୍ଚ ୩୦ ତାରିଖକୁ ବୃଦ୍ଧି
- ଅଭିଷେକ ହୋଇ ପାରନ୍ତି ସନରାଇଜର୍ସ ହାଇଦ୍ରାବାଦାର ଅଧିନାୟକ
- ISIS Connection:ବିଡିଏସ ଛାତ୍ରର ISIS ଲିଙ୍କ୍; ଆତଙ୍କବାଦୀ ଚିନ୍ତାଧାରା କରୁଥିଲା ବିସ୍ତାର, ATS କଲା ଗିରଫ
- Indian embassy in Tehran :ଦୂତାବାସ ସମନ୍ୱୟ ବିନା ଇରାନର ସ୍ଥଳ ସୀମା ପାର ନ କରିବାକୁ ଭାରତୀୟଙ୍କୁ ପରାମର୍ଶ
- ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନଗୁଡ଼ିକର ଚଳାଚଳରେ ସଂଶୋଧିତ ପରିବର୍ତ୍ତନ
- ୨୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଅଭିଯୁକ୍ତକୁ ଗିରଫ କଲା ଭୁବନେଶ୍ୱର ଅବକାରୀ ଟିମ୍
- ପାକିସ୍ତାନ ବିପକ୍ଷରେ ବାଂଲାଦେଶର ସିରିଜ ବିଜୟ, ଅଡୁଆରେ ପଡିଲା ୱେଷ୍ଟଇଣ୍ଡିଜ
- SCB Fire Tragedy: SCBରେ ନିଆଁ ଲାଗି ମୃତ୍ୟୁ ଘଟଣା;ରିପୋର୍ଟ ମାଗିଲେ NHRC
Comments are closed.