ଗୁଣୁପୁର: ହୋଲି ଖେଳ ହେଲା କାଳ । ପାଣିରେ ବୁଡି ପ୍ରାଣ ହରାଇଲେ ୩ ଜଣ । ଗୁଣୁପୁର ପଦ୍ମପୁର ଥାନା ବଡନାଳ ଡ୍ୟାମରେ ବୁଡି ୩ ଜଣଙ୍କ ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ, ହୋଲି ଖେଳି ସାରି ଗାଧୋଇବା ବେଳେ ପାଣିରେ ୨ ଜଣ ବୁଡି ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିଲା । ତାଙ୍କୁ ଅଗ୍ନିଶମ ବାହିନି ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । ଶେଷରେ ଗୁରୁତର ଅବସ୍ଥାରେ ପଦ୍ମପୁର ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
BREAKING NEWS
- ନିର୍ମାଣଧୀନ ପାଇଖାନା ଟାଙ୍କିରେ ପଡି ୨ ଶ୍ରମିକ ମୃତ
- Expired Biscuits Seized: ବିପୁଳ ପରିମାଣର ଅବଧି ନଥିବା ନକଲି ବିସ୍କୁଟ ଜବତ, ୨ ଅଟକ
- Speedboat capsizes in Vietnam:ବୁଡ଼ିଗଲା ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବୋଟ୍; ୧୫ ମୃତ, ହେଲ୍ପଲାଇନ୍ ନମ୍ବର ଜାରି
- ଭାରତୀୟ ନୌସେନାରେ ସାମିଲ INS ମହେନ୍ଦ୍ରଗିରି
- ରଥଯାତ୍ରା ପାଇଁ ଓଡ଼ିଶା ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ: ପୋଲିସ ଡିଜି
- ଭାରତକୁ ତାଲିବାନର ପ୍ରଶଂସା; କହିଲେ ଆମ DNA ସମାନ…
- ୯ ଦିନ ପରେ ସୁରକ୍ଷିତ ଭାବେ ଉଦ୍ଧାର ହେଲେ ନିଖୋଜ ୧୫ ମତ୍ସ୍ୟଜୀବୀ
- ଦିନ ଦ୍ବିପ୍ରହରେ କୋଣାର୍କରେ ମଦ ଦୋକାନ ଉପରକୁ ୩ଟି ବୋମା ମାଡ଼
- ‘ପାଣ୍ଡ୍ୟା ଷ୍ଟୋର’ ଫେମ୍ ରୋହିତ ଚାଣ୍ଡେଲ ଗିରଫ, ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ
- Swimming for Weight Loss:ଓଜନ ହ୍ରାସ କରିବ ସୁଇମିଂ;ଗୋଟିଏ ଘଣ୍ଟା ପହଁରିଲେ ବର୍ନ ହେବ ଏତିକି କ୍ୟାଲୋରୀ
Comments are closed.