ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ଭାରତ ରନର୍ସଅପ ହୋଇଥିଲେ ମଧ୍ୟ ଶ୍ରେଷ୍ଠ ଏକାଦଶରେ ୩ଜଣ ଖେଳାଳୀ ସ୍ଥାନ ପାଇଛନ୍ତି । ସେମାନେ ହେଲେ ଯଶସ୍ୱୀ ଜୈସୱାଲ, ରବି ବିଶ୍ନୋଇ ଓ କାର୍ତିକ ତ୍ୟାଗୀ । ଯଶସ୍ୱୀ ସର୍ବାଧିକ ୪୦୦ ରନ ସଂଗ୍ରହ କରି ମ୍ୟାନ ଅଫ ଦି ଟୁର୍ନାମେଂ ବିବେଚିତ ହୋଇଥିଲେ । ବିଶ୍ନୋଇ ୧୭ ଉଇକେଟ ହାସଲ କରିଥିଲେ । ଚାମ୍ପିୟନ ବାଂଲାଦେଶର ଆକବର ଅଲୀଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି ।
ଆଇସିସି ୧୯ ବର୍ଷରୁ କମ୍ ଏକାଦଶ: ଯଶସ୍ୱୀ ଜୈସୱାଲ (ଭାରତ), ଇବ୍ରାହିମ ଜାଦଶନ (ଆଫଗାନିସ୍ତାନ), ରବିନ୍ଦୁ ରସଂସ୍ଥା(ଶ୍ରୀଲଙ୍କା), ମହମୁଦାଲ୍ଲା ହାସନ ଜୟ (ବାଂଲାଦେଶ), ଶାହାଦତ ହୁସେନ (ବାଂଲାଦେଶ), ନଇମ ୟଙ୍ଗ (ୱେଷ୍ଟଇଣ୍ଡିଜ), ଅକବର ଅଲୀ (ଅଧିନାୟକ, ବାଂଲାଦେଶ), ଶଫିଉଲ୍ଲା ଗଫାରୀ (ଆଫଗାନିସ୍ତାନ), ରବି ବିଶ୍ନୋଇ (ଭାରତ), କାର୍ତିକ ତ୍ୟାଗୀ (ଭାରତ), ଜେଡନ ଶିଲ୍ସ (ୱେଷ୍ଟଇଣ୍ଡିଜ), ଆକିଲ କୁମାର (କାନାଡା, ୧୨ତମ ଖେଳାଳୀ) ।
BREAKING NEWS
- ପରଲୋକରେ ପ୍ରଖ୍ୟାତ ଗାଳ୍ପିକ ସଦାନନ୍ଦ ତ୍ରିପାଠୀ
- ପୂନର୍ବାର ଚର୍ଚ୍ଚାରେ ପନ୍ତ-ଗୋୟଙ୍କାଙ୍କ ଆଲୋଚନା
- ଓଡ଼ିଶାର ୩୦ଟି ଜିଲ୍ଲାରେ ୧,୮୮୯ଟି ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଲୋକାର୍ପିତ
- PNG Connection: ସବୁ ସହରାଞ୍ଚଳକୁ PNG ସଂଯୋଗ ଯୋଗାଇ ଦିଆଯିବ;ଭଡ଼ାରେ ରହୁଥିବା ବ୍ୟକ୍ତି ବି ସୁବିଧା…
- AAP Removes Raghav Chadha: ରାଘବ ଚଢାଙ୍କୁ ବଡ଼ ଝଟକା, ରାଜ୍ୟସଭା ଉପନେତା ପଦରୁ ହଟାଇଲା AAP
- ସମ୍ବଲପୁର କୋର୍ଟକୁ ପୁଣି ବୋମା ଧମକ, ହାଇ ଆଲର୍ଟରେ ସମଗ୍ର ଅଞ୍ଚଳ
- Narendra Pond: ଏହି ଦିନରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା; ନରେନ୍ଦ୍ର ପୁଷ୍କରିଣୀରୁ ବାହାରିଲା ଚାପ ଡଙ୍ଗା
- ଜଣେ ବି ଚାଷୀର ଧାନ ରହିବ ନାହିଁ, ସବୁ ଧାନ କିଣା ଯିବ: ମନ୍ତ୍ରୀ
- Rupee Posts Biggest Gain: ୧୨ ବର୍ଷରେ ପ୍ରଥମ ଥର ଦମ୍ ଦେଖାଇଲା ଟଙ୍କା, ଡଲାର ତୁଳନାରେ କଲା ଦୃଢ଼ ପ୍ରତ୍ୟାବର୍ତ୍ତନ…
- ସମୁଦ୍ର ତଳେ ଷଡ଼ଯନ୍ତ୍ର, ଗାଏବ ହୋଇଯିବ ଇଣ୍ଟରନେଟ୍ !
Comments are closed.