ମାଲକାନଗିରି: ସର୍ଚ୍ଚ ଅପରେସନ୍ ବେଳେ ଜଙ୍ଗଲରୁ ମିଳିଲା ୩ଟି ଟିଫିନ୍ ବୋମା । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ମାଣ୍ଡାପାଲି ଅଞ୍ଚଳରୁ ଜବତ କରିଛନ୍ତି ଯବାନ । ବିଏସପି ଓ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ୍ ବେଳେ ୩ଟି ଟିଫିନ୍ ବୋମା ଜବତ ହୋଇଛି । ଏସବୁ ବିସ୍ଫୋରଣ ପାଇଁ ମାଓବାଦୀ ସଂଗଠନ ଲୁଚାଇ ରଖିଥିବା ସନ୍ଦେହ କରାଯାଉଛି । ଏବେ ଲାଲବାହିନୀର ଯୋଜନା ପଣ୍ଡ ହୋଇଛି । ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି ଯବାନ ।
BREAKING NEWS
- ଭୁବନେଶ୍ୱର କୋର୍ଟରେ ନକଲି ଜାମିନ ବଣ୍ଡ୍ ଦାଖଲ ଅଭିଯୋଗରେ ୩ ଗିରଫ
- ସୋନପୁର ରାଲିରୁ ବିଜେଡି ବିରୋଧରେ ଅମିତ ଶାହଙ୍କ ଏପରି ଆକ୍ରମଣାତ୍ମକ ଆଭିମୁଖ୍ୟ, ଆଗକୁ କେତେ?
- ବିଜେଡିର ମିଶ୍ରଣ ପର୍ବ: ଦଳରେ ଯୋଗଦେଲେ କଂଗ୍ରେସର ବହୁ ନେତା ଓ କର୍ମୀ
- ଆଇପିଏଲରେ ଆଉ ଏକ କୀର୍ତିମାନ କଲେ କୋହଲି
- ‘ଆପଣମାନଙ୍କ ଏତେ ସଂଖ୍ୟାରେ ଉପସ୍ଥିତି ଓ ଉତ୍ସାହ ଦେଖି ବିରୋଧୀଙ୍କ ନିଦ ହଜିଯାଇଛି’
- ଭାରତରେ ହେବାକୁ ଯାଉଛି ଦୁନିଆର ସବୁଠାରୁ ବ୍ୟୟବହୂଳ ନିର୍ବାଚନ
- ସାଧାରଣ ନିର୍ବାଚନ ୨୦୨୪: ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ବିଜେପି ଓ କଂଗ୍ରେସର ଶକ୍ତି ପ୍ରଦର୍ଶନ
- ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ତତ୍ପରତା ଦେଖାଇଛି ଏମସ ଭୁବନେଶ୍ୱର, କାର୍ଯ୍ୟ କରୁଛି ସ୍ୱତନ୍ତ୍ର ୟୁନିଟ୍
- ଟି୨୦ ବିଶ୍ୱକପ: ପ୍ରାୟତଃ ଚୂଡାନ୍ତ ହୋଇସାରିଛି ଭାରତୀୟ ଦଳ
- ମିଶ୍ରଣ ପର୍ବ: ବିଜେଡି ଛାଡି ବିଜେପିରେ ସାମିଲ ହେଲେ ରଣପୁର ବିଧାନସଭା ମଣ୍ଡଳୀର ଶତାଧିକ ନେତା ଓ କର୍ମୀ