Latest Odisha News

BREAKING NEWS

କଟକରେ ମାଲବାହୀ ଟ୍ରେନର ୩ଟି ବଗି ଲାଇନଚ୍ୟୁତ

କଟକ: ରେଳ ଧାରଣାରୁ ତଳକୁ ଖସିଲା ଟ୍ରେନ୍ ବଗି । କଟକରେ ମାଲବାହୀ ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଛି । କଟକ ରେଳ ଷ୍ଟେସନ ୟାର୍ଡରେ ଏହି ଘଟଣା ଘଟିଛି । ତେବେ ଏହି ଘଟଣା ପରେ ରେଳ ଚଳାଚଳ ସ୍ୱାଭାବିକ ରହିଛି । ଟ୍ରେନ୍ ଚଳାଚଳ ଉପରେ କୌଣସି ପ୍ରଭାବ ପକାଇନି । ଲାଇନଚ୍ୟୁତ ହୋଇଥିବା ବଗିଗୁଡ଼ିକୁ ଲାଇନକୁ ଆଣିବା ପାଇଁ କାମ ଜାରି ରହିଛି ।

Comments are closed, but trackbacks and pingbacks are open.