ଓଡିଶାରୁ ସୁସ୍ଥ ହେଲେ ଆଉ ୩୪୮୪ କରୋନା ରୋଗୀ; ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୮୦ ହଜାର ଟପିଲା
ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୪୮୪ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ଏନେଇ ଟ୍ୱିଟ୍ କରିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
Another 3484 #COVID19 patients have recovered and are being discharged on 01.09.2020
890 from Khordha
314 from Jajpur
302 from Rayagada
253 from Ganjam
162 from Kendrapara
143 from Cuttack
131 from Mayurbhanj
130 from Koraput
126 from Nayagarh
105 from Baleswar— H & FW Dept Odisha (@HFWOdisha) September 1, 2020
16 from Kalahandi
12 from Boudh
7 from Deogarh
4 from NuapadaThe total recovered cases of Odisha now stand at 80770
— H & FW Dept Odisha (@HFWOdisha) September 1, 2020
ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ୧,୦୬,୫୬୧ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ୍ ୮୦,୭୭୦ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏଥିସହିତ ୫୦୩ ଜଣ ମୃତ୍ୟୁ ବରଣ କରିଛନ୍ତି ।
Comments are closed.