Latest Odisha News

BREAKING NEWS

ରାଜ୍ୟରେ ଅପରାହ୍ନ ୧ଟା ସୁଦ୍ଧା ୩୭.୬୪ ପ୍ରତିଶତ ମତଦାନ

ଭୁବନେଶ୍ବର: ରାଜ୍ୟରେ ୬ ଲୋକସଭା ଏବଂ ୪୨ ବିଧାନସଭା ଆସନ ପାଇଁ ଜାରି ରହିଛି ମତଦାନ । ଭୋଟ୍ ଦେଉଛନ୍ତି ରାଜ୍ୟବାସୀ । ମିଳିଥିବା ସୂଚନା ଅନୁସାରେ, ଅପରାହ୍ନ ୧ ଟା ସୁଦ୍ଧା ୩୭.୬୪ ପ୍ରତିଶତ ମତଦାନ ହୋଇଛି ।

ତେବେ ଭଦ୍ରକରେ ୩୪.୭୩ ପ୍ରତିଶତ ମତଦାନ ହୋଇଥିବାବେଳେ, ବାଲେଶ୍ୱରରେ ୪୧.୪୪ ପ୍ରତିଶତ ହୋଇଛି ମତଦାନ । ସେହିପରି କଟକରେ ୩୯ ପ୍ରତିଶତ ମତଦାନ ହୋଇଥିବାବେଳେ, ଜଗତସିଂପୁରରେ ୩୬.୮୫ ପ୍ରତିଶତ ଭୋଟ୍ ପଡିଛି, ଯାଜପୁରରେ ୩୩.୯୬ ପ୍ରତିଶତ, କେନ୍ଦ୍ରାପଡାରେ ୩୪.୪୫ ପ୍ରତିଶତ, ମୟୂରଭଞ୍ଜରେ ୩୯.୬୫ ପ୍ରତିଶତ ଓ ପୁରୀରେ ୪୨.୮୫ ପ୍ରତିଶତ ମତଦାନ ହୋଇଛି ।

Leave A Reply

Your email address will not be published.