Latest Odisha News

ମାଲକାନଗିରିରେ ଆଜିଠାରୁ ୪ ଦିନିଆ ସଟଡାଉନ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଧୀରେଧିରେ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣକୁ ରୋକିବା ପାଇଁ ମାଲକାନଗିରି ପୌରପରିଷଦ ଓ ବାଲିମେଳା ଏନଏସିକୁ ସଟଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୱାଲ ।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରିରେ ପୁଣି ୪ଦିନିଆ ସଟଡାଉନ ଘୋଷଣା । ଆଜି ରାତି ୯ଟାରୁ ୨ତାରିଖ ରାତି ୧୨ଟା ଯାଏଁ ଏହି ସଟଡାଉନ ବଳବତ୍ତର ରହିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ମାଲକାନଗିରି ପୌରାଞ୍ଚଳ, ବାଲିମେଳା ଏନଏସିକୁ ସଟଡାଉନ ଘୋଷଣା କରାଯାଇଛି । ସଂକ୍ରମଣ ବୃଦ୍ଧି ରୋକିବାକୁ ପ୍ରଶାସନର ପଦକ୍ଷେପ ନିଆଯାଇଥିବା କୁହାଯାଉଛି।

Leave A Reply

Your email address will not be published.