ଭଦ୍ରକ ଜିଲ୍ଲାର ଏହି ଗାଁ ୫ ଦିନ ସଟ୍ଡାଉନ୍
ଭଦ୍ରକ: ଭଦ୍ରକ ଜିଲ୍ଲାର ଗେଲପୁରର ସରପଞ୍ଚ ମାନସୀ ରାଉତ କରୋନା ସଂକ୍ରମଣକୁ ରୋକିବା ଲାଗି ନଳନଗା ଗାଁକୁ ୫ ଦିନ ଯାଏ ସଟ୍ଡାଉନ୍ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ନିର୍ଦ୍ଦେଶ ୨୪ ମେରୁ ୨୮ ମେ ପର୍ଯ୍ୟନ୍ତ ଲାଗୁ ହେବ। ଏହି ସଟ୍ଡାଉନ୍ ଗାଁର ଚାରୋଟି ୱାର୍ଡରେ କାର୍ଯ୍ୟକାରୀ ହେବ…