Latest Odisha News

BREAKING NEWS

ଏଆଇଏଫଏଫ କାଟାଗୋରୀ-୨ ଜାତୀୟ ରେଫରି ପରୀକ୍ଷା: ଲିଖିତ, ଫିଟନେସରେ ଉତୀର୍ଣ୍ଣ ହେଲେ ୪ ଓଡିଆ

ଭୁବନେଶ୍ୱର: ସର୍ବ ଭାରତୀୟ ଫୁଟବଲ ଆସୋସିଏଶନ (ଏଆଇଏଫଏଫ) କାଟାଗୋରୀ-୨ ଜାତୀୟ ରେଫରି ପରୀକ୍ଷା ଆୟୋଜିତ କରୁଛି । ପ୍ରାଥମିକ ପର୍ଯ୍ୟାୟରେ ଓଡିଶାର ୪ଜଣ ଲିଖିତ ଏବଂ ଫିଟନେସ ଟେଷ୍ଟରେ ପାସ କରିଛନ୍ତି । ସେମାନେ ହେଲେ କିଶନ ଦାସ, ଆଶୀର୍ବାଦ କାନୁନଗୋ, ଭିମ କୁମାର ଛେତ୍ରୀ ଓ ଅରୁନ ନାୟକ ।

ଫୁଟବଲ ଆସୋସିଏଶନ ପକ୍ଷରୁ ଏ ନେଇ ସୂଚନା ଦେଇଛନ୍ତି ସମ୍ପାଦକ ଆଶୀର୍ବାଦ ବେହେରା । ଫାଓର ହେଡ ଅଫ ଦି ରେଫରି ଦୁର୍ଗାମାଧବ ନାଏକଙ୍କ ଉଦ୍ୟମ ନେଇ ଆସୋସିଏଶନ ପକ୍ଷରୁ ପ୍ରଶଂସା କରାଯାଇଛି ।

Comments are closed, but trackbacks and pingbacks are open.