ଉଦୟପୁର: ପୁର୍ନଜନ୍ମ ଘଟଣା ନେଇ ଏବେ ବି ତର୍କ ଚାଲିଛି । ବୈଜ୍ଞାନିକ ଓ ଗବେଷକମାନେ ଏହା ସମ୍ଭବ ନୁହେଁ ଦାବୀ କରୁଥିବା ବେଳେ ଗୋଟିଏ ପରେ ଗୋଟିଏ ଘଟଣା ଏହି ରହସ୍ୟକୁ ଅନାବୃତ କରୁଛି । ରାଜସ୍ଥାନର ଉଦୟପୁରରେ ପୁନର୍ବାର ଏ ଭଳି ଏକ ଘଟଣା ଘଟିଛିି । ପରାବଲ ଗ୍ରାମର ରତନ ସିଂ ଚୁଡାବତଙ୍କ ୫ମ ଝିଅ । ସେ ଏକ ହୋଟେଲରେ କାର୍ଯ୍ୟ କରନ୍ତି । ପ୍ରାୟ ୧ ବର୍ଷ ହେବ ତାଙ୍କ ସାନ ଝିଅ କିଂଜଲ (୪ ବର୍ଷ) ନିଜକୁ ୩୦ କିଲୋମିଟର ଦୂରରେ ଥିବା ଗ୍ରାମର ଉଷା ବୋଲି କହି ଆସୁଥିଲା । ପ୍ରଥମେ ପରିବାରବର୍ଗ ଏହାକୁ ଗୁରୁତ୍ୱ ଦେଉ ନ ଥିଲେ । ୯ ବର୍ଷ ତଳେ ଦୁର୍ଘଟଣାରେ ପୋଡି ହୋଇ ମୃତ୍ୟୁବରଣ କରିଥିଲି ବୋଲି କହିବା ପରେ ବାପାମାଆ ଚିନ୍ତାରେ ପଡି ଯାଇଥିଲେ । କିଂଜଲ ସେଠାରେ ଥିବା ତା ପରିବାର ସମ୍ପର୍କରେ କହିଥିଲା ।
ଏହାକୁ ତଦନ୍ତ କରିବା ପରେ ସେ ଯାହା ଯାହା କହିଥିଲା, ସବୁ ସତ୍ୟ ପ୍ରମାଣିତ ହେଲା । ଉଷାରେ ଭାଇ (ପଙ୍କଜ)କୁ ଦେଖ କିଂଜଲ ନାଁ ଧରି ଡାକିଥିଲା । ସମସ୍ତେ ଚକିତ ହୋଇ ଯାଇଥିଲେ । କାରଣ ସେହି ଗ୍ରାମକୁ ସେ କେବେ ଯାଇ ନ ଥିଲେ କିମ୍ବା ପଙ୍କଜକୁ ଦେଖି ନ ଥିଲା । ଏବେ ଉଷାଙ୍କ ପରିବାର ସହ ରତନଙ୍କ ସମ୍ପର୍କ ନିବୀଡ ହୋଇଯାଇଛି । ତେବେ କିଂଜଲ କିପରି ଏ ସବୁ କଥା ଜାଣିଲା ତାହା ପୁଣି ଗବେଷକ, ଡାକ୍ତର ଏବଂ ବୈଜ୍ଞାନିକଙ୍କୁ ଚିନ୍ତାରେ ପକାଇ ଦେଇଛି ।
BREAKING NEWS
- Parking Fee: ନିଜ ଜିଦରୁ ଓହରିଲା ପ୍ରଶାସନ, ୫୦୦ରୁ ୨୪୦କୁ କମିଲା ଭକ୍ତ ନିବାସର ପାର୍କିଂ ଫି
- ୧୯ ବର୍ଷରୁ କମ ବିଶ୍ୱକପ: ପୂନର୍ବାର ମୁଣ୍ଡ ଟେକିଲା ହ୍ୟାଣ୍ଡସେକ ବିବାଦ
- Bande Bharat Sleeper Train: ଆରମ୍ଭ ହେଲା ବନ୍ଦେ ଭାରତ ସ୍ଲିପର ଟ୍ରେନ; ନିରାପଦ ଏବଂ ଆରାମଦାୟକ ଯାତ୍ରା କରିବେ ଯାତ୍ରୀ..
- Private Bus Owners Protest: ‘ମୁଖ୍ୟମନ୍ତ୍ରୀ ନ ଶୁଣିଲେ ୨୪ ପରେ ସାରା ରାଜ୍ୟରେ ବସ୍ ସେବା ବନ୍ଦ’
- Republic Day Terror Threat: ବଡ଼ ଆତଙ୍କୀ ଆକ୍ରମଣ ନେଇ ହାଇଆଲର୍ଟ, ଦିଲ୍ଲୀ ସମେତ ଏହି ସହର ଟାର୍ଗେଟରେ…
- ବାଥରୁମରୁ ସନ୍ଦେହଜନକ ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର
- Bird Count: ଶୀତ ଋତୁରେ ହୀରାକୁଦକୁ ବିଦେଶୀ ପକ୍ଷୀଙ୍କ ଆଗମନ, ଆସନ୍ତାକାଲିଠୁ ପକ୍ଷୀ ଗଣନା…
- Teachers Fight: ମାରପିଟ ହୋଇ ଲହୁଲୁହାଣ ହେଲେ ୨ ଶିକ୍ଷୟିତ୍ରୀ, ତଦନ୍ତ ପାଇଁ ବିଡିଓଙ୍କ ନିର୍ଦ୍ଦେଶ
- Gold Reserves & Price: ସାରା ଦୁନିଆରେ କାହା ପାଖରେ ଅଛି ସର୍ବାଧିକ ସୁନା?, ରେସରେ କେଉଁଠି ଅଛି ଭାରତ ଜାଣନ୍ତୁ…
- ଡନ ୩ ପାଇଁ ସର୍ତ ରଖିଲେ ଶାହାରୁଖ: ରିପୋର୍ଟ
Comments are closed.