Latest Odisha News

BREAKING NEWS

ରାଜ୍ୟରୁ ସୁସ୍ଥ ହେଲେ ୪୦୧୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦୧୪ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଖୋର୍ଦ୍ଧାରୁ ୫୪୫, କଟକରୁ ୪୦୪ ଜଣ, ପୁରୀରୁ ୨୯୮ ଜଣ, ଜଗତସିଂହପୁରରୁ ୨୧୨ ଜଣ, ଯାଜପୁରରୁ ୧୬୭ ଜଣ, ମୟୂରଭଞ୍ଜରୁ ୧୫୯ ଜଣ, ସମ୍ବଲପୁରରୁ ୧୫୭ ଜଣ, ଅନୁଗୁଳରୁ ୧୪୩ ଜଣ, ବାଲେଶ୍ୱରରୁ ୧୩୧ ଜଣ, କନ୍ଧମାଳରୁ ୧୩୦ ଜଣ, ଝାରସୁଗୁଡ଼ାରୁ ୧୨୪ ଜଣ, କେନ୍ଦ୍ରାପଡ଼ାରୁ ୧୧୯ ଜଣ, ବରଗଡ଼ରୁ ୧୧୩, ବୌଦ୍ଧରୁ ୧୧୩, କଳାହାଣ୍ଡିରୁ ୯୦ ଜଣ, ଢେଙ୍କାନାଳ ଓ ନବରଙ୍ଗପୁର ଜିଲ୍ଲାରୁ ୮୬ ଜଣ ଲେଖାଏଁ, କୋରାପୁଟରୁ ୮୧ ଜଣ, ନୂଆପଡ଼ାରୁ ୮୦ ଜଣ, ସୋନପୁରରୁ ୭୮ ଜଣ, ବଲାଙ୍ଗୀରରୁ ୭୫ ଜଣ, ଭଦ୍ରକ ଓ କେନ୍ଦୁଝର ଜିଲ୍ଲାରୁ ୭୩ ଜଣ ଲେଖାଏଁ, ସୁନ୍ଦରଗଡ଼ରୁ ୬୮ ଜଣ, ମାଲକାନଗିରିରୁ ୫୩ ଜଣ, ନୟାଗଡ଼ରୁ ୪୨ ଜଣ, ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାରୁ ୪୧ ଜଣ ଲେଖାଏଁ, ଗଜପତିରୁ ୩୧ ଜଣ, ଦେବଗଡ଼ରୁ ୧୨ ଜଣ ଓ ଷ୍ଟେଟ ପୁଲରୁ ୧୮୯ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ୧୭୭୫୮୫ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି ।

Leave A Reply

Your email address will not be published.