Latest Odisha News

ପ୍ରାଣଘାତୀ କରୋନା ନେଲାଣି ୪୨୦ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ: ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ)ର ସୂଚନା ଅନୁଯାୟୀ କରୋନା ଭାଇରସର ଦ୍ୱିତୀୟ ତରଙ୍ଗରେ ଭାରତରେ ପ୍ରାୟ ୪୨୦ ଡାକ୍ତର ମାରାତ୍ମକ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।

କୋଭିଡ-୧୯ ଦ୍ୱିତୀୟ ତରଙ୍ଗର ପ୍ରକୋପ ଭାରତରେ ଜାରି ରହିଥିବା ବେଳେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଲାଣି ଏହି ପ୍ରାଣଘାତୀ କରୋନା। ତେବେ ଦେଶରେ ଦୈନିକ ମାମଲା ସଂଖ୍ୟା ହ୍ରାସ ପାଉଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.