Latest Odisha News

ଭୁୁବନେଶ୍ୱରରେ ଆଜି ଖୋଲିଛି ୪୪ଟି ଅସ୍ଥାୟୀ ହାଟ

ଭୁବନେଶ୍ୱର : ରାଜଧାନୀର ଲୋକଙ୍କୁ ସୁବିଧାରେ ପରିବାପତ୍ର ଯୋଗାଇ ଦେବା ତଥା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆଜି ବସିଛି ୪୪ଟି ଅସ୍ଥାୟୀ ହାଟ । ଏ ନେଇ ଏକ ତାଲିକା ବିଏମସି ପକ୍ଷରୁ ପ୍ରକାଶ ପାଇଛି । ଏହି ଅସ୍ଥାୟୀ ହାଟ ସକାଳ ୬ଟାରୁ ଦିନ ୧୧ଟା ଯାଏଁ ଖୋଲା ରହିବ । ତେବେ ପନିପରିବା କିଣିବା ବେଳେ ଦୋକାନୀ ଓ ଗ୍ରାହକମାନଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ କୁହାଯାଇଛି ।

ଗତକାଲି ଭଳି ଆଜି ମଧ୍ୟ ଭୁବନେଶ୍ୱରରେ ମୋ ବସ୍‌ର ବସଷ୍ଟପ୍‌ରେ ପରିବା ବିକ୍ରି ହେଉଛି । ପ୍ରାୟ ୧୦୦ଟି ବସ୍‌ଷ୍ଟପ୍‌ରେ ବେପାରୀ ପରିବା ବିକ୍ରି କରୁଥିବା ବିଏମ୍‌ସି ସୂଚନା ଦେଇଛି । ଏଠାକେ ସକାଳ ୭ଟାରୁ ୧୦ଟା ଅପରାହ୍ନ ୪ଟାରୁ ୭ଟା ପରିବା ଓ ସଉଦାପତ୍ର ବିକ୍ରି ହେଉଛି ।

Leave A Reply

Your email address will not be published.