Latest Odisha News

BREAKING NEWS

Browsing Tag

Bhubaneswar City

ଭୁବନେଶ୍ୱରରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୨୧୨ ଛୁଇଁଲା

ଭୁବନେଶ୍ୱର: ପ୍ରାୟ ଏକ ସପ୍ତାହ ବ୍ୟବଧାନ ପରେ ଗୁରୁବାର ଦିନ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏବେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧୨କୁ ବୃଦ୍ଧି ପାଇଛି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ଦିଆଯାଇଥିବା ସୂଚନାନୁଯାୟୀ, ମଞ୍ଚେଶ୍ୱର ଅଞ୍ଚଳର…

ଭୁୁବନେଶ୍ୱରରେ ଆଜି ଖୋଲିଛି ୪୪ଟି ଅସ୍ଥାୟୀ ହାଟ

ଭୁବନେଶ୍ୱର : ରାଜଧାନୀର ଲୋକଙ୍କୁ ସୁବିଧାରେ ପରିବାପତ୍ର ଯୋଗାଇ ଦେବା ତଥା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆଜି ବସିଛି ୪୪ଟି ଅସ୍ଥାୟୀ ହାଟ । ଏ ନେଇ ଏକ ତାଲିକା ବିଏମସି ପକ୍ଷରୁ ପ୍ରକାଶ ପାଇଛି । ଏହି ଅସ୍ଥାୟୀ ହାଟ ସକାଳ ୬ଟାରୁ ଦିନ ୧୧ଟା ଯାଏଁ ଖୋଲା ରହିବ । ତେବେ ପନିପରିବା କିଣିବା…

ସାବଧାନ ! ତୋଷାଳୀ ଭବନ ନିକଟ ଓମଫେଡ୍ ବୁଥକୁ ଯାଇଥିଲେ କ୍ୱାରେଣ୍ଟାଇନରେ ରୁହନ୍ତୁ

ଭୁବନେଶ୍ୱର : ସତ୍ୟନଗରରୁ ଚିହ୍ନଟ ଜଣେ କରୋନା ପଜିଟିଭ ତୋଷାଳୀ ଭବନ ନିକଟ ଓମଫେଡ ବୁଥକୁ ପ୍ରାୟତଃ ଯାଉଥିଲେ । ତେଣୁ ଓମଫେଡ୍ ବୁଥକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କୁ ୧୪ ଦିନ କ୍ୱାରେଣ୍ଟାଇନରେ ରହିବା ପାଇଁ ବିଏମସି ପକ୍ଷରୁ କୁହାଯାଇଛି । ପ୍ରତ୍ୟେକ ବ୍ୟକ୍ତି ଘରେ ସଙ୍ଗରୋଧରେ ରହିବା ପାଇଁ…

ଗୋଟିଏ ଦିନରେ ୧୫ କରୋନା ପଜିଟିଭ ଚିହ୍ନଟ ପରେ ବମିଖାଲ ଅଂଚଳ ସିଲ୍

ଭୁବନେଶ୍ୱର : ରାଜଧାନୀର ବମିଖାଲ ଅଂଚଳରେ ରବିବାର ୧୫ ନୂଆ କରୋନା ପଜିଟିଭ ରୋଗୀ ଚିହ୍ନଟ ହେବା ପରେ ସମଗ୍ର ଅଂଚଳ ସିଲ୍ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କ୍ଲଷ୍ଟର ନିୟନ୍ତ୍ରଣ ବ୍ୟବସ୍ଥା ଆରମ୍ଭ କରାଯିବା ସହିତ ଘରକୁ ଘର ସର୍ଭେ ଆରମ୍ଭ କରାଯାଇଛି । ସମସ୍ତ ସନ୍ଦିଗ୍ଧ ଏବଂ…