ଖୋର୍ଦ୍ଧା: ସାରା ଦେଶରେ ଲକ୍ ଡାଉନ ଘୋଷଣା ହୋଇଥିବା ବେଳେ କେରଳରେ ଫଶି ରହିଛନ୍ତି ୪୫ ଜଣ ଓଡିଆ ଦିନ ମଜୁରିଆ । ଏମାନଙ୍କ ଘର ଖୋର୍ଦ୍ଧା, ବେଗୁନିଆ, ରଣପୁର ଅଂଚଳରେ ହୋଇଥିବା ବେଳେ ଗଲା ୮ ମାସ ହେଲା ଏମାନେ କେରଳର ଗୁଡିକୋଟ ଜିଲ୍ଲାର କୁଦିଆର ଜଙ୍କସନଠାରେ କାମ କରୁଥିଲେ । ଏବେ ଲକ୍ ଡାଉନ କାରଣରୁ ଏମାନଙ୍କର ଘରକୁ ଫେରିବା ସମ୍ଭବ ହେଉନି । ଏପରିକି ସେଠାରେ ମେସ୍ ମଧ୍ୟ ବନ୍ଦ ହୋଇଯାଇଥିବାରୁ ଖାଦ୍ୟ ମଧ୍ୟ ମିଳୁନାହିଁ । ସେମାନଙ୍କୁ ସେଠାରୁ ଫେରାଇ ଆଣିବା ପାଇଁ ସେମାନେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।
BREAKING NEWS
- ଓଡିଶା ସହିତ ଆସାମ ଓ ତେଲେଙ୍ଗାନାକୁ ସଂଯୋଗ କରିବ ନୂଆ ଅମୃତ ଭାରତ ଟ୍ରେନ
- Om Birla Back In Chair: ଗୃହକୁ ଫେରି ଭାବପ୍ରବଣ ହୋଇଗଲେ ବାଚସ୍ପତି ଓମ୍ ବିର୍ଲା, କହିଲେ, “ଚାପ ନୁହେଁ, ନିୟମରେ ପରିଚାଳନା କରେ ଗୃହ”
- ଭାରତ ପାଇଁ ଖୁସି ଖବର; ଇରାନ ନେଲା ବଡ଼ ନିଷ୍ପତ୍ତି..
- ହାତୁଡ଼ିରେ ପିଟି ସ୍ତ୍ରୀ, ବୋହୂ ଓ ନାତୁଣୀକୁ ହତ୍ୟା
- ମଧ୍ୟପ୍ରାଚ୍ୟ ବିବାଦ ମଧ୍ୟରେ କ୍ଷେପଣାସ୍ତ୍ର ପରୀକ୍ଷା କଲା ଉତ୍ତର କୋରିଆ
- ଟି୨୦ରେ ଅମୋଘ ବୋଲିଂ ଅସ୍ତ୍ର ସାଜିଛି ଅଫ କଟର
- ହାର୍ଦ୍ଦିକଙ୍କ ବିରୋଧରେ ଜାତୀୟ ପତାକକୁ ଅସମ୍ମାନ ଅଭିଯୋଗ
- Indian Tankers Pass Through Strait of Hormuz:ଭାରତ ପାଇଁ ଖୋଲିଲା ହରମୁଜ୍ ପ୍ରଣାଳୀ! ପାର ହେଲା ଭାରତୀୟ ଟ୍ୟାଙ୍କର ପୁଷ୍ପକ ଏବଂ ପରିମଲ୍
- ତୈଳ ଭଣ୍ଡାର ମୁକ୍ତ କରିବାକୁ ରାଜି ହେଲେ G7 ଦେଶ, ବିଶ୍ୱ ସ୍ତରରେ ତୈଳ ମୂଲ୍ୟ ବୃଦ୍ଧି
- Iran’s ‘suicide boat’: ଛାଡୁନି ଇରାନ, ଇରାକରୁ ବାହାରିନ ପର୍ଯ୍ୟନ୍ତ ଆମେରିକା ତେଲ ଟ୍ୟାଙ୍କର୍ ଉପରେ ଆକ୍ରମଣ
Comments are closed.