ମୁମ୍ବାଇ: ଲକ ଡାଉନ ବେଳେ ଘରୁ ବାହାରି ପୋଲିସର ଲାଠି ମାଡ ଖାଇଲେ କମେଡିଆନ୍ ଗୁଥି ଓରଫ ସୁନୀଲ ଗ୍ରୋଭର । ତେବେ ଏକଥା ଆମେ କହୁନୁ । ସେ ନିଜ ଇଂଷ୍ଟାଗ୍ରାମରେ ସେୟାର କରିଥିବା ଦୁଇଟି ଫଟୋକୁ ଦେଖିଲେ ଏହା ଜଣାପଡୁଛି । ତାଙ୍କର ଏହି ଦୁଇ ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ସୁନୀଲ ନିଜେ ଏହି ଦୁଇଟ ଫଟୋ ବା ମିମ୍କୁ ସେୟାର କରି ଭଗବାନଙ୍କ ପାଇଁ ଘରେ ରୁହନ୍ତୁ। କାରଣ ବାହାରକୁ ଆସିଲେ ପୋଲିସର ମାଡ ଖାଇବାକୁ ପଡ଼ିବ ବୋଲି କ୍ୟାପସନରେ ଲେଖିଛନ୍ତି । ସୁନୀଲ ନିଜର ଏହି ୨ଟି ମିମ୍ ଜରିଆରେ ଲୋକଙ୍କୁ ଘରେ ରହିବାକୁ ସଚେତନ କରିଛନ୍ତି।
କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ମୋଦୀ ସରକାର ୨୧ ଦିନ ଯାଏଁ ସାରା ଦେଶରେ ଲକ ଡାଉନ ଘୋଷଣା କରିଛନ୍ତି । ଏହି ସମୟରେ ଘରେ ରହିବାକୁ ସମସ୍ତେ ବାଧ୍ୟ । ତେବେ ଅନେକ ଲୋକେ ଏହାକୁ ମାନୁ ନାହାନ୍ତି । ଯେଉଁମାନେ ଆବଶ୍ୟକ ନଥାଇ ଘରୁ ବାହାରକୁ ବାହାରୁଛନ୍ତି ସେମାନଙ୍କ ଉପରେ ପୋଲିସର ଥାର୍ଡ ଡିଗ୍ରୀ ଚାର୍ଜ କରୁଛି ।
BREAKING NEWS
- ପ୍ରଧାନମନ୍ତ୍ରୀଙ୍କ ନିବେଦନ ସତ୍ତ୍ୱେ ବଢ଼ୁଛି ସୁନା ଚାହିଦା: ପାର୍ବଣ ଋତୁରେ ପୁରୁଣା ଗହଣା ବଦଳାଇ ନୂଆ କିଣୁଛନ୍ତି ଗ୍ରାହକ
- ୟୁପିଆଇ ଚାର୍ଜକୁ ନେଇ ସବୁ ଦ୍ୱନ୍ଦ୍ୱ ଦୂର କଲେ ସରକାର: ଛୋଟ ବ୍ୟବସାୟୀ ଓ ଗ୍ରାହକଙ୍କ ଉପରେ ପଡ଼ିବନି ବୋଝ
- ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗରେ ୪ ଗିରଫ: ବ୍ରହ୍ମପୁରରେ ପୂର୍ବତନ ମେୟରଙ୍କ ଭାଇଙ୍କ ନିକଟରୁ ମାରଣାସ୍ତ୍ର ଜବତ
- ଚୀନ୍ ପରି ଭାରତ ମଧ୍ୟ ତିଆରି କରୁଛି ନିଜର ‘ସୂର୍ଯ୍ୟ’, ଜାଣନ୍ତୁ କେତେ ଟଙ୍କା ହେଉଛି ଖର୍ଚ୍ଚ..
- ଜେଲ୍ରୁ ମୁକୁଳିବେନି ଦାରା ସିଂ ! ଆଗୁଆ ମୁକ୍ତି ଆବେଦନ ଖାରଜ କଲେ ରାଜ୍ୟ ଦଣ୍ଡ ସମିକ୍ଷା ବୋର୍ଡ
- ବହୁ ଚର୍ଚ୍ଚିତ ମହିଳା ବାଇକର ହିଟ୍ ଆଣ୍ଡ ରନ୍ ମାମଲା: ରାଜସ୍ଥାନରୁ ଅଭିଯୁକ୍ତ ଡ୍ରାଇଭର ଗିରଫ
- ହାଇଦ୍ରାବାଦର ‘ଗୋଲ୍ଡେନ ଗଣେଶ’; ୨୪ କ୍ୟାରେଟ ସୁନା ଓ ୩.୮୩ ଲକ୍ଷ ହୀରା
- ରାଜ୍ୟରେ ଲାଗୁ ହେବ ୟୁସିସି ! ବଦଳିବ ବହୁତ ନିୟମ, ସମସ୍ତଙ୍କୁ ମିଳିବ ସମାନ ଅଧିକାର
- ୨ ହଜାରରୁ ଅଧିକ UPI ନେଣଦେଣ କଲେ ଲାଗିବ କି ଚାର୍ଜ, ଜାଣନ୍ତୁ କଣ ରହିଛି ନୂଆ ନିୟମ…
- ଏଥିପାଇଁ ଓଡିଶାର ୧୦୬ ଏକର ଜମି ନେବ ଆନ୍ଧ୍ର !

Comments are closed.