ହାଇଦ୍ରାବାଦ: ଭାରତ ବାୟୋଟେକ୍ କମ୍ପାନୀର ୫୦ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ଭରତ ବାୟୋଟେକର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ସୁଚିତ୍ରା ଇଲାଙ୍କ ଟ୍ୱିଟ୍ ମାଧ୍ୟମରେ ସୂଚନା ଦିଆଯାଇଛି।
ନିର୍ଦ୍ଦେଶକ ଇଲାଙ୍କ ଟ୍ବଟ୍ରେ କୁହାଯାଇଛି ଯେ କୋଭିଡ କାରଣରୁ ଆମର ୫୦ ଜଣ କର୍ମଚାରୀ କାମରୁ ଦୂରେଇ ରହିଛନ୍ତି। ତଥାପି ଏହି ମହାମାରୀ ସମୟରେ ଆମେ ଆପଣଙ୍କ ପାଇଁ ୨୪ ଘଣ୍ଟା କାର୍ଯ୍ୟ ଜାରି ରଖିଛୁ। ”
Comments are closed.