ବଲାଙ୍ଗୀର : ବଲାଙ୍ଗୀର ପୋଲିସକୁ ସଫଳତା ।ବଲାଙ୍ଗୀରରୁ ବିପୁଳ ପରିମାଣର କଫସିରପ୍ ଜବତ । କପ ସିରଫ ମାଫିଆ ସହ ୩ ଜଣଙ୍କୁ ଗରଫ କଲା ବଲାଙ୍ଗୀର ପୋଲିସ । ରାଞ୍ଚିରୁ ବଲାଙ୍ଗୀର ବେଆଇନ କଫସିରଫ ଚାଲଣ ବେଳେ ସଦର ଥାନା ପୋଲିସ ପଛରଚେପା ରାସ୍ତାରେ ଏହି କଫସିରପ୍ ଜବତ କରିଛି ।ଏହି କଫସିରପର ଆନୁମାନିକ ମୂଲ୍ୟ ୯ ଲକ୍ଷ ଟଙ୍କା ହେବ ବୋଲି ବୋଲି ଜଣାପଡିଛି । ପ୍ରାୟ ୫ ହଜାର ରୁ ଉର୍ଦ୍ଦ ବୋତଲ କଫସିରପ୍ ଜବତ ହୋଇଛି । ଅଭିଯୁକ୍ତ ମାନଙ୍କ ନିକଟରୁ ପିକଅପ ଗାଡି, ୩ ଟି ମୋବାଇଲ ଜବତ କରିଛି ପୋଲିସ ।
BREAKING NEWS
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
- ଅସୁରକ୍ଷିତ ରାସ୍ତା ଯୋଗୁଁ ଦୁର୍ଘଟଣା; ରାସ୍ତା ନିର୍ମାଣକାରୀ ସଂସ୍ଥାକୁ ଚିଠି ଲେଖିଲା ଏସଟିଏ
Comments are closed.