Latest Odisha News

BREAKING NEWS

‘ସ୍କୁଲରେ କିଛି କାମରେ ଆସିନି ଫାଇଭ ଟି ବ୍ୟବସ୍ଥା- ମୁଖ୍ୟମନ୍ତ୍ରୀ ମୋହନ ମାଝୀ’

ଭୁବନେଶ୍ଵର: ରାଜ୍ୟରେ ସ୍କୁଲମାନଙ୍କୁ କିଛି ବି ସୁଫଳ ଦେଇନି ପୂର୍ବ ସରକାରଙ୍କର ଫାଇଭ୍ ଟି ବ୍ୟବସ୍ଥା। ଆଜି ଗୁରୁଦିବସ ଅବସରରେ ଏକ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ କିଛି ଏମିତି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଫାଇଭ୍ ଟି ବ୍ୟବସ୍ଥା ରାଜ୍ୟରେ ସ୍କୁଲଗୁଡ଼ିକୁ କିଛି ସଫଳତା ଦେଇନି। ଫାଇଭ୍ ଟି ସ୍କୁଲର ଶିକ୍ଷା ବ୍ୟବସ୍ଥା ଅତି ନିମ୍ନମାନର। ଫାଇଭ୍ ଟି ଫଳକ ବାଜିଥିବା ପିଲାଙ୍କୁ ମିଶାଣ ଫେଡ଼ାଣ ଆସୁନଥିଲା। ପିଲା ହାଇସ୍କୁଲକୁ ଗଲା ବେଳକୁ ତଳ ଶ୍ରେଣୀର ପାଠ କଣ ଜାଣୁନାହାନ୍ତି। ସେତେବେଳେ ମୁଁ ବିରୋଧି ଥିଲି ବୋଲି ମୋ କଥା ସରକାର ଶୁଣି ନଥିଲେବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ

Comments are closed.