ବାରିପଦା: ବାରିପଦାରେ ବଢ଼ୁଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ନାଗରିକ ସଂଗଠନ ବାରିପଦାକୁ ୭ ଦିନ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ବାରିପଦାର ଯୁବ ସଂଗଟନ ବ୍ୟବସାୟିକ ସଂଘ, ବଣିକ ସଂଘ, ଓକିଲ ସଂଘ, ସହର ବନ୍ଦ ରଖିବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି।
ଆଜିଠାରୁ ଆସନ୍ତା ୩ ତାରିଖ ଯାଏଁ ବାରିପଦାର ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ଅନୁମତି ଦେବାକୁ ସଂଗଠନଗୁଡିକ ପ୍ରଶାସନକୁ ନିବେଦନ କରିଥିଲେ । ତେବେ ଏହି ସମୟରେ ଅତ୍ୟାବାଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ ବୋଲି ସଂଗଠନ କହିଛି ।
Comments are closed.