Latest Odisha News

BREAKING NEWS

ବିଜେପିରୁ ବିତାଡିତ ହେଲେ ୭ ନେତା

ଭୁବନେଶ୍ବର: ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେପିରୁ ବିଦାହେଲେ ୭ ଜଣ ନେତା । ଏନେଇ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ସେମାନଙ୍କୁ ବହିଷ୍କାର କରାଯାଇଥିବା କୁହାଯାଇଛି ।

 

ତେବେ ଖୋର୍ଦ୍ଧାର କାଳୁ ଖଣ୍ଡାୟତରାୟଙ୍କୁ ଦଳ ବହିଷ୍କୃତ କରିଥିବାବେଳେ, ବଡମ୍ବାର ବିଜୟ ଦଳବେହେରା, ସତ୍ୟବାଦୀର କାମାକ୍ଷା ପ୍ରଧାନ, ଜୟଦେବ ନିର୍ବାଚନ ମଣ୍ଡଳୀର ସତ୍ୟପ୍ରିୟ ବେହେରା, ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ଝାନ୍ସୀରାଣୀ ଦାସ, କରଞ୍ଜିଆ ନିର୍ବାଚନ ମଣ୍ଡଳୀର ଯୁଗୋଳ କିଶୋର ନାୟକ ଓ ଆଠଗଡ଼ ନିର୍ବାଚନ ମଣ୍ଡଳୀର ଡା. ହରିଶ୍‌ ସାହୁ ।

 

 

Leave A Reply

Your email address will not be published.