Latest Odisha News

BREAKING NEWS

୮୭ ଡାକ୍ତର କରୋନା ପଜିଟିଭ

ପାଟନା: ବିହାରର ପାଟନା ଜିଲ୍ଲାର ନାଳନ୍ଦା ମେଡିକାଲ କଲେଜ ଏବଂ ହସ୍ପିଟାଲର ୮୭ ଜଣ ଡାକ୍ତର କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି।

ପାଟନା ଜିଲ୍ଲାପାଳଙ୍କ ଅନୁଯାୟୀ, ସମସ୍ତ ଡାକ୍ତରଙ୍କ ସାମାନ୍ୟ ଲକ୍ଷଣ ଥିବା ଜଣାପଡ଼ିଛି। ପଜିଟିଭ ଥିବା ସମସ୍ତ ଡାକ୍ତରଙ୍କୁ ପୃଥକ୍‌ ରଖାଯାଇଥିବା ଜଣାପଡ଼ିଛି।

ପଜିଟିଭ୍ ଚିହ୍ନଟ ହୋଇଥିବା ସମସ୍ତ ଡାକ୍ତର ଡିସେମ୍ବର ୨୮ରେ ପାଟନାରେ ଅନୁଷ୍ଠିତ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (IMA) ର ବାର୍ଷିକ ବୈଠକରେ ଯୋଗ ଦେଇଥିଲେ।

Leave A Reply

Your email address will not be published.