Latest Odisha News

BREAKING NEWS

Browsing Tag

doctors

ଭିନ୍ନକ୍ଷମ କୁନିଝିଅକୁ ଡାକ୍ତର ଦେଲେ ନୂଆ ଜୀବନ; ଭିଡିଓ ଦେଖିଲେ ଆଖି ଓଦା ହୋଇଯିବ

ନୂଆଦିଲ୍ଲୀ: ଥିରି ଥିରି ଚାଲୁଛି କୁନି ଝିଅ । ଉଠରେ ହସ ଫୁଟି ବାହାରି ଆସୁଛି । ସେ ଖୁସିର ଝଲକ ଆଖିରେ ବି  ବାରି ହୋଇ ପଡ଼ୁଛି । ଝିଅ ଓଠର ହସ ଆଉ ଆଖିର ଚମକ ଦେଖି ଆଖି ଓଦା ହୋଇଯାଇଛି ମା’ର । ମା’ର ହାତ ଧରି ଝିଅ ଏମିତି ଚାଲିବ ହୁଏତ ମା’ ମନରେ ନ ଥିଲା । ଆଜି ସେ ଦୃଶ୍ୟ ଦେଖି ମନ ତାର…

୮୭ ଡାକ୍ତର କରୋନା ପଜିଟିଭ

ପାଟନା: ବିହାରର ପାଟନା ଜିଲ୍ଲାର ନାଳନ୍ଦା ମେଡିକାଲ କଲେଜ ଏବଂ ହସ୍ପିଟାଲର ୮୭ ଜଣ ଡାକ୍ତର କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ପାଟନା ଜିଲ୍ଲାପାଳଙ୍କ ଅନୁଯାୟୀ, ସମସ୍ତ ଡାକ୍ତରଙ୍କ ସାମାନ୍ୟ ଲକ୍ଷଣ ଥିବା ଜଣାପଡ଼ିଛି। ପଜିଟିଭ ଥିବା ସମସ୍ତ ଡାକ୍ତରଙ୍କୁ ପୃଥକ୍‌ ରଖାଯାଇଥିବା…

୧୭ ଡାକ୍ତର କରୋନା ପଜିଟିଭ; ପାଟନା

ପାଟନା: ପାଟନାରେ ଥିବା ନାଳନ୍ଦା ମେଡିକାଲ କଲେଜ ଏବଂ ହସ୍ପିଟାଲର ୧୭ ଜଣ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ୍ ହୋଇଥିବା ସମସ୍ତ ଡାକ୍ତର ଡିସେମ୍ବର ୨୮ ରେ ପାଟନାରେ ଅନୁଷ୍ଠିତ ଭାରତୀୟ ମେଡିକାଲ୍ ଆସୋସିଏସନର ବାର୍ଷିକ ବୈଠକରେ ଯୋଗ ଦେଇଥିଲେ। NMCH ଅଧିକାରୀମାନେ…

ଦୁଇଶହ ବର୍ଷ ତଳର ଗଛ ପାଇଁ ଡାକ୍ତର

ମୁମ୍ବାଇ: କେବଳ ପୁରୁଣା ସ୍ଥାପତ୍ୟ, ମନ୍ଦିର କଳାକୀର୍ତ୍ତି କି କୋଠାବାଡ଼ି ଐତିହ୍ୟ ନୁହେଁ। ବେଳେ ବେଳେ ଅନେକ ଗଛ ବି ଗୋଟେ ଅଞ୍ଚଳର ଇତିହାସକୁ ମନେରଖିଥାଏ। ବର୍ଷବର୍ଷ ଧରି ରହିଥିବା ଗଛ କେତେବେଳେ ଗୋଟିଏ ଅଞ୍ଚଳ ପାଇଁ ଲ୍ୟାଣ୍ଡମାର୍କ ହୋଇଯାଏ ଜଣାପଡ଼େନାହିଁ। ବିନା ଯତ୍ନରେ ବଢ଼ିବଢ଼ି ଶହେ,…

କରୋନା ସଂକ୍ରମଣ ଭୟରେ କୁନି ଝିଅ ପାଖକୁ ଆସିପାରୁ ନାହାନ୍ତି ବାପା, ଭିଡିଓ ଭାଇରାଲ

ବାପା କାଚ କବାଟର ସେପାଖେ, କୁନି ଝିଅ ଏ ପାଖେ । ବାପା ଏବେ ଅଫିସରୁ ଆସିଛନ୍ତି କୁନି ଝିଅର ମନ ବାପା ପାଖେ କାଖ ହୋଇ ବହୁତ ଗେଲ ହୁଅନ୍ତା । ତା କୁନି କୁନି କଥା କୁହା ଓଠରେ କେତେ କଣ ଗପି ଦିଅନ୍ତା । କିନ୍ତୁ ବାପା କବାଟ ସେପାଖେ ଥାଇ ଝିଅକୁ ଫ୍ଲାଇଙ୍ଗ କିସ୍ ଦେଉଛନ୍ତି । ତେବେ କାହିଁକି ସେ…

ଡ଼ାକ୍ତରଙ୍କୁ ଆକ୍ରମଣ ଘଟଣା: ସୋମବାରଠୁଁ ଦେଶବ୍ୟାପୀ ‘ଆଇଏମଏ’ ପକ୍ଷରୁ ଆନ୍ଦୋଳନ

କୋଲକାତା : ପଶ୍ଚିମବଙ୍ଗରେ କନିଷ୍ଠ ଡାକ୍ତରଙ୍କୁ ଆକ୍ରମଣ ଘଟଣା ପରେ ଡାକ୍ତରଙ୍କ ସୁରକ୍ଷା ଦାବି କରି ଭାରତୀୟ ମେଡିକାଲ ଆସୋସିଏସନ୍ (ଆଇଏମଏ) ଆସନ୍ତା ସୋମବାର ଦିନ ଦେଶବ୍ୟାପୀ ଆନ୍ଦୋଳନ ଲାଗି ଆହ୍ୱାନ କରିଛି । ନୂଆଦିଲ୍ଲୀ ସ୍ଥିତ ଏକ ସମାଚାର ଏଜେନ୍ସି ର‌୍ୟୁଟର୍ସର ରିପୋର୍ଟନୁଯାୟୀ…

ବାତ୍ୟା ‘ଫନି’ ବେଳେ କର୍ତ୍ତବ୍ୟରେ ଅବହେଳା କରି ନିଲମ୍ବିତ ହେଲେ ପୁରୀର ୪ ଡାକ୍ତର

ଭୁବନେଶ୍ୱର : ବାତ୍ୟା ‘ଫୋନି’ ବେଳେ କର୍ତ୍ତବ୍ୟରେ ଅବହେଳା କରିଥିବା ଦର୍ଶାଇ ରାଜ୍ୟ ସରକାର ଶନିବାର ଦିନ ପୁରୀ ଜିଲ୍ଲାର ୪ ଜଣ ଡାକ୍ତରଙ୍କୁ ନିଲମ୍ବନ କରିଛନ୍ତି । ନିଲମ୍ବିତ ହୋଇଥିବା ୪ ଜଣ ଡାକ୍ତର ହେଲେ- ଚିଲିକା-ନୂଆପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)ର ୨ ଜଣ ଡାକ୍ତର…