Latest Odisha News

BREAKING NEWS

ଭାରତରେ ଦିନକୁ ୮୭ ଦୁଷ୍କର୍ମ ହେଉଛି : ନ୍ୟାଶନାଲ କ୍ରାଇମ ରେକର୍ଡ

ନୂଆଦିଲ୍ଲୀ: ନ୍ୟାଶନାଲ କ୍ରାଇମ ରେକର୍ଡର ଏକ ଡାଟା ଏବେ ଚିନ୍ତାର କାରଣ ସାଜିଛି । ଭାରତରେ ଦିନକୁ ୮୭ ଦୁଷ୍ମର୍ମ ହେଉଛି । ମହିଳାଙ୍କ ବିରୋଧରେ ୨୦୧୯ରେ ୪୦୫୮୬୧ଟି ଅପରାଧ ହୋଇଛି । ୨୦୧୮ ତୁଳନାରେ ମହିଳାଙ୍କ ବିରୋଧରେ ୭.୩ ପ୍ରତିଶତ ଅପରାଧ ବୃଦ୍ଧି ପାଇଛି । ଉତରପ୍ରଦେଶରେ ସର୍ବାଧିକ ୫୯୮୫୩ଟି ଅପରାଧ ହେଉଛି । ଆସାମରେ ସବୁଠାରୁ କମ୍ ଅପରାଧ ହେଉଛି । ସେଠାରେ ଏକ ଲକ୍ଷ ଲୋକଙ୍କ ମଧ୍ୟରେ ୧୧୭.୮ ମହିଳା ଅପରାଧର ଶୀକାର ହୋଇଛନ୍ତି ।

ବାଳିକାଙ୍କ ବିରୋଧରେ ଅପରାଧ ମଧ୍ୟ ବୃଦ୍ଧି ପାଇଥିବା ଏନସିଆରବି ଡାଟାରୁ ଜଣାପଡିଛି । ୨୦୧୮ ତୁଳନାରେ ୨୦୧୯ରେ ୪.୫ ପ୍ରତିଶତ ଏହା ବୃଦ୍ଧି ପାଇଛି । ୨୦୧୯ରେ ସମୁଦାୟ ୧.୪୮ ଲକ୍ଷ ଅପରାଧ ହୋଇଥିବା ରେକର୍ଡ କରାଯାଇଛି ।

Leave A Reply

Your email address will not be published.