Latest Odisha News

BREAKING NEWS

ଚାଇନିଜ୍‌ ନୂଆବର୍ଷ ପାଳନ ବେଳେ ଗୁଳିକାଣ୍ଡ , ୯ ମୃତ

କାଲିଫୋର୍ଣ୍ଣିଆ: ଶନିବାର ଆମେରିକାର କାଲିଫୋର୍ଣ୍ଣିଆରେ  ଘଟିଥିବା ଗୁଳିକାଣ୍ଡରେ ୯ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଗୁଳିକାଣ୍ଡରେ ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୂଯାୟୀ ଏହି ଘଟଣା ଶନିବାର ରାତି ୧୦ ଟା ପରେ ହୋଇଥିଲା । ଗୁଳିମାଡ଼ କରିଥିବା ବ୍ୟକ୍ତି ହାତରେ ମେସିନ ଗନ୍ ଥିବାର କୁହାଯାଉଛି । ଲସ୍ ଏଞ୍ଜେଲ୍ସ ମୁତାବକ ଗୁଳିକାଣ୍ଡ ମଣ୍ଟେର ପାର୍କରେ ଚାଇନିଜ୍ ନୂଆବର୍ଷ ପାଳନ କରାଯାଉଥିବା ସ୍ଥାନରେ ଏହି ଘଟଣା ଘଟିଛି ।

ଉତ୍ସବରେ ଅତ୍ୟଧିକ ଲୋକ ସାମିଲ ହୋଇଥିଲେ । ଏହି ପାର୍କ ଲସ୍ ଏଞ୍ଜେଲ୍ସ ଡାଉନଟାଉନ ଠାରୁ ୧୧ କିମି ଦୂରରେ ଅବସ୍ଥିତ ।

 

Leave A Reply

Your email address will not be published.