Latest Odisha News

BREAKING NEWS

Browsing Tag

Shooting

ଚାଇନିଜ୍‌ ନୂଆବର୍ଷ ପାଳନ ବେଳେ ଗୁଳିକାଣ୍ଡ , ୯ ମୃତ

କାଲିଫୋର୍ଣ୍ଣିଆ: ଶନିବାର ଆମେରିକାର କାଲିଫୋର୍ଣ୍ଣିଆରେ  ଘଟିଥିବା ଗୁଳିକାଣ୍ଡରେ ୯ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଗୁଳିକାଣ୍ଡରେ ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୂଯାୟୀ ଏହି ଘଟଣା ଶନିବାର ରାତି ୧୦ ଟା ପରେ ହୋଇଥିଲା । ଗୁଳିମାଡ଼ କରିଥିବା ବ୍ୟକ୍ତି ହାତରେ ମେସିନ ଗନ୍…

ଲଣ୍ଡନରେ ‘ବର୍ଷା’ କହି କାହିଁକି ହାତ ଯୋଡ଼ିଲେ ଅନୁଭବ

ଭୁବନେଶ୍ୱର: ‘ବର୍ଷା’ଙ୍କ ପାଇଁ ଅନୁଭବଙ୍କ ପାରିବାରିକ ଜୀବନରେ ବହୁ ଝଡ଼ ଆସିଛି । କୋର୍ଟଙ୍କ ନିର୍ଦ୍ଦେଶ ପରେ ବର୍ଷା, ଶାଶୂ ଘର ଛାଡ଼ି ବାହାରେ ରହିବା ପରେ ଏବେ ଆଶ୍ୱସ୍ତ ଅନୁଭବଙ୍କ ପରିବାର । ପାରିବାରିକ ବିବାଦରୁ ଟିକେ ଆଶ୍ୱସ୍ତି ମିଳିବା ପରେ ବହୁଦିନ ଧରି ସୁଟିଂ ସେଟରୁ ଦୂରେଇ ରହିଥିବା…

ୟୁନିଭର୍ସିଟି ଅଫ୍ ଭିର୍ଜିନିଆରେ ଗୁଳିକାଣ୍ଡ, ୩ ଛାତ୍ର ମୃତ

ୱାଶିଂଟନ୍: ଆମେରିକାରେ ୟୁନିଭର୍ସିଟି ଅଫ୍ ଭିର୍ଜିନିଆରେ ଗୁଳିକାଣ୍ଡ । ଏହି ଗୁଳିକାଣ୍ଡରେ ୩ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଏନେଇ ଗୁଳିକାଣ୍ଡର କାରଣ ଜଣାପଡ଼ିନଥିବା ବେଳେ ଘଟଣାରେ କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି । ବିଳମ୍ବିତ ରାତିରେ ଏହି ଗୁଳିକାଣ୍ଡ ଘଟିଥିଲା । ଯେଉଁଥିରେ ତିନି…

ପାରାଲିମ୍ପିକ୍ସ ସୁଟିଂରେ ଅବନୀ ଲେଖରାଙ୍କୁ ଆଉ ଗୋଟିଏ ପଦକ

ଟୋକିଓ: ପାରାଲିମ୍ପିକ୍ସରେ ଭାରତୀୟ ଖେଳାଳିଙ୍କ ଦବଦବା ଜାରି ରହିଛି । ସୁଟିଂରେ ପୁଣି ପଦକ ଆଣିଲେ ଅବନୀ ଲେଖରା । ୫୦ ମିଟର ରାଇଫଲ୍ ୩ ପୋଜିସନ୍ SH1 ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଫାଇନାଲରେ ସେ ମୋଟ୍ ୪୪୫.୯ ସ୍କୋର କରିଥିଲେ । ପୂର୍ବରୁ ୧୯ ବର୍ଷୀୟ ଅବନୀ ଲେଖରା ସ୍ୱର୍ଣ୍ଣ ପଦକ…

ନକ୍ସଲ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ; ୬ ମାଓବାଦୀ ମୃତ

ମାଲକାନଗିରି: ମାଲକାନଗିରି ଆନ୍ଧ୍ର ସୀମାନ୍ତ ବିଶାଖାପାଟଣା ଜିଲ୍ଲାରେ ନକ୍ସଲ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୬ ଜଣ ହାଡକୋର ମାଓବାଦୀ ପ୍ରାଣ ହରାଇଥିବା ବେଳେ ଘଟଣା ସ୍ଥଳରୁ ଯବାନ ମାନେ ୭ ଟି ବନ୍ଧୁକ ସହ ବହୁ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି । ମାମ୍ପା…

ପୃଥ୍ୱୀରାଜ ପାଇଁ ପ୍ରସ୍ତୁତ ଅକ୍ଷୟ କୁମାର !

ମୁମ୍ବାଇ: କରୋନା କାଳରେ ପ୍ରଥମ ଅଭିନେତା ଭାବେ ଅକ୍ଷୟ କୁମାର ନିଜ ଫିଲ୍ମର ସୁଟିଂ ସାରିଥିଲେ । ଆଉ ଏବେ ପୁଣିଥରେ ଆଉ ଏକ ଫିଲ୍ମ ପାଇଁ ମୁମ୍ବାଇରେ ପ୍ରସ୍ତୁତିରେ ଚଳାଇଛନ୍ତି । ଆଗାମୀ ଦିନରେ ଫିଲ୍ମ ପୃଥ୍ୱୀରାଜର ସୁଟିଂରେ ଅକ୍ଷୟ ନଜର ଆସିବେ । ଅନ୍‌ଲକ୍ ପର୍ଯ୍ୟାୟ ପରେ ଅକ୍ଷୟ ଫୁଲ୍…

ଆଲିୟାଙ୍କ ଭରଷା ସଂଜୟ ଲିଲା ଭଂସାଲୀ !

ମୁମ୍ବାଇ: ବାପା ମହେଶ ଭଟ୍ଟଙ୍କ ଫିଲ୍ମ 'ସଡକ୍‌-୨' ସୁପର୍‌ଫ୍ଲପ୍ ସାବ୍ୟସ୍ତ ହୋଇଥିଲା । ଫିଲ୍ମର ବିଫଳତାକୁ ଏଡାଇ ପୁଣିଥରେ ଉଠି ଛିଡାହେବାକୁ ଚେଷ୍ଟା କରୁଛନ୍ତି ଆଲିୟା ଭଟ୍ଟ । ଏଥିପାଇଁ ସେ ଏବେ ସଂଜୟ ଲିଲା ଭଂସାଲୀଙ୍କ ସାହାରା ନେଇଛନ୍ତି । ଆରମ୍ଭ ହୋଇଛି ଫିଲ୍ମ 'ଗଙ୍ଗୁବାଇ…

ଆରମ୍ଭ ହେଲା ଇଣ୍ଡିଆନ୍ ଆଇଡଲ -୧୨ର ସୁଟିଂ !

ମୁମ୍ବାଇ: କରୋନା କଟକଣା ମଧ୍ୟରେ ଆରମ୍ଭ ହେଲା ଇଣ୍ଡିଆନ୍ ଆଇଡଲର ନୂଆ ସିଜିନ୍‌ର ସୁଟିଂ । ଗୁରୁବାର ସୁଟିଂ ଆରମ୍ଭ ହୋଇଥିଲାବେଳେ ସମସ୍ତ ଜଜ୍ ପ୍ରତିଯୋଗୀଙ୍କ ଅଡିସନ୍ ନେବା ଆରମ୍ଭ କରିଛନ୍ତି । ମୁମ୍ବାଇର ଫିଲ୍ମ ସିଟିରେ ସିଙ୍ଗିଂ ରିୟାଲିଟି ସୋ'ର ଫାଇନାଲ ରାଉଣ୍ଡ ଅଡିସନରେ ହିମେଶ ରେଶମିୟାଁ,…

ପୁଣି ବିବାଦରେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା !

ମୁମ୍ବାଇ: ଲକ୍‌-ଡାଉନରେ ସୋନାକ୍ଷୀଙ୍କ ଗୁଡଲକ୍ ବି ଡାଉନ୍ ରହିଛି । ପ୍ରଥମେ ମୁକେଶ ଖାନ୍ନା ଆଉ ଏବେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଟୁଇଟ୍ ତାଙ୍କୁ ବିବାଦକୁ ଟାଣିଆଣିଛି । Excuse me @MumbaiPolice , @OfficeofUT what is the procedure to stop people from…

ନିର୍ବାଚନ ଡ୍ୟୁଟି ବେଳେ ଅଘଟଣ; କମାଣ୍ଡରଙ୍କୁ ଗୁଳି ମାରି ନିଜକୁ ଗୁଳି କଲେ ଯବାନ

ଋାଞ୍ଚି: ଝାଡଖଣ୍ଡସ୍ଥିତ ରାଞ୍ଚି ନିକଟରେ ଥିବା ଖେଲଗାଁରେ ରହିଥିବା ଏକ ସିଆରପିଏଫ୍ କ୍ୟାମ୍ପରେ ସୋମବାର ଦିନ ଜଣେ କମ୍ପାନୀ କମାଣ୍ଡରଙ୍କ ସହ ଅନ୍ୟଜଣେ ଯବାନଙ୍କର ମୃତ୍ୟୁ ଘଟିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଆଜି ସକାଳେ କୌଣସି କାରଣବଶତଃ କମ୍ପାନୀ କମାଣ୍ଡର ଓ…