Latest Odisha News
Browsing Tag

America

ଆମେରିକା: ଆଗୁଆ ପ୍ରସବ ଲାଗି ଡାକ୍ତରଖାନାରେ ଭାରତୀୟ ଦମ୍ପତିଙ୍କ ଭିଡ

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଜନ୍ମଗତ ଅଧିକାର ଶେଷ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଟ୍ରମ୍ପ ଏହି ଆଦେଶ ପାଳନ ଲାଗି ୩୦ଦିନ ସମୟ ଦେଇଛନ୍ତି । ଫେବୃଆରୀ ୧୯ରେ ଏହି ସମୟସୀମା ଶେଷ ହେଉଛି । ତେଣୁ ଏହା ପୂର୍ବରୁ ଆମେରିକାରେ ରହୁଥିବା ପ୍ରବାସୀ ତଥା ଶରଣାର୍ଥୀ…

ଆମେରିକାର ୩୯ତମ ରାଷ୍ଟ୍ରପତି ଜିମି କାର୍ଟରଙ୍କ ଦେହାନ୍ତ

ୱାଶିଂଟନ: ଆମେରିକାର ୩୯ ତମ ରାଷ୍ଟ୍ରପତି ଜିମି କାର୍ଟରଙ୍କ ୧୦୦ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ଦୀର୍ଘ ସମୟ ଧରି ଚିକିତ୍ସାଧୀନ ଥିଲେ। ନଭେମ୍ବର ୨୦୨୩ରେ ତାଙ୍କ ପତ୍ନୀ ରୋସାଲିନଙ୍କର ମୃତ୍ୟୁ ହୋଇଥିଲା। କାର୍ଟରଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିବା ସହ ରାଷ୍ଟ୍ରପତି ଜୋ ବିଡେନ…

ଆମେରିକାରେ ଟିକଟକ୍ ହେବ କି ବ୍ୟାନ ? ଆପ୍ ଅପସାରଣ କରିବାକୁ ଗୁଗୁଲ୍-ଆପଲକୁ ଲେଖାଗଲା ଚିଠି

ନୂଆଦିଲ୍ଲୀ :ଭାରତୀୟ-ଆମେରିକୀୟ ରାଜା କୃଷ୍ଣମୂର୍ତ୍ତିଙ୍କ ସମେତ ଆମେରିକାର ଦୁଇ ଜଣ ସାଂସଦ ଗୁଗୁଲ ଏବଂ ଆପଲକୁ ଚିଠି ଲେଖିଛନ୍ତି ଯେ ଟିକଟକକୁ ସେମାନଙ୍କ ଆପ ଷ୍ଟୋରରୁ ହଟାଇବାକୁ। ଏପ୍ରିଲରେ ରାଷ୍ଟ୍ରପତି ଜୋ ବାଉଡେନଙ୍କ ଦ୍ବାରା ସ୍ବାକ୍ଷରିତ ହୋଇଥିବା ଏକ ବିଲ୍ ଆଇନରେ ପରିଣତ ହୋଇଥିଲା ,…

ଦିନେ ଟ୍ରମ୍ପଙ୍କୁ କହିଥିଲେ ହିଟଲର୍, ଏବେ ବନିବେ ଉପରାଷ୍ଟ୍ରପତି

ୱାଶିଂଟନ: ଆମେରିକାରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ​​ଟ୍ରମ୍ପଙ୍କୁ ଏକ ବଡ଼ ବିଜୟ ମିଳିଛି। ଯାହା ପରେ ଟ୍ରମ୍ପ ସମଗ୍ର ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏବଂ…

ମିଳିତ ଯୁଦ୍ଧାଭ୍ୟାସକୁ ଉତ୍ତର କୋରିଆର ଜବାବ: ଗୋଟିଏ ଦିନରେ ପରୀକ୍ଷଣ କଲା ଏକାଧିକ କ୍ଷେପଣାସ୍ତ୍ର

ନୁଆଦିଲ୍ଲୀ:  ନିକଟରେ ଆମେରିକା ଓ ଦକ୍ଷିଣ କୋରିଆ ସାମରିକ ଡ୍ରିଲ୍ ଶେଷ ହୋଇଛି । ଏହାର ମାତ୍ର  ୨ ଦିନ ପରେ ଉତ୍ତର କୋରିଆ   ପକ୍ଷରୁ ସମୁଦ୍ର ଭିତରେ ଏକାଧିକ କ୍ରୁଜ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଛି  । ଏହି କ୍ଷେପଣାସ୍ତ୍ର ଉତ୍ତର କୋରିଆର ପଶ୍ଚିମ ଉପକୂଳରେ ପରୀକ୍ଷା କରାଯାଇଥିବା…

ଆମେରିକାରେ ଭୟଙ୍କର ଝଡ଼ ତୋଫାନ: ୧୫ ଫୁଟ ଉଚ୍ଚରେ ଉଠିଲା ଜୁଆର

ନୂଆଦିଲ୍ଲୀ: ଆମେରିକାର ଫ୍ଲୋରିଡାରେ ଏକ ଭୟଙ୍କର ସାମୁଦ୍ରିକ ଝଡ଼ ଲୋକଙ୍କ ପାଇଁ ବିପର୍ଯ୍ୟୟ ପରିସ୍ଥିତି ସୃଷ୍ଟି କରିଛି । ହରିକେନ୍ ଇଡାଲିଆ ଆମେରିକାର ଫ୍ଲୋରିଡ଼ାରେ ଲ୍ୟାଣ୍ଡଫଲ୍ କରି ଧ୍ୱଂସର ତାଣ୍ଡବ ରଚିଛି । ସମୁଦ୍ରରେ ୧୫ ଫୁଟରୁ ଅଧିକ ଉଚ୍ଚ ଜୁଆର ଉଠିବା ସହିତ ୨୦୦ କିଲୋମିଟରରୁ ଅଧିକ…

ଆମେରିକାର ଆଲାସ୍କାରେ ବଡ ଧରଣର ଭୂକମ୍ପ: ସୁନାମୀକୁ ନେଇ ଆଲର୍ଟ ଜାରି

ୱାଶିଂଟନ୍: ଆମେରିକାର ଆଲାସ୍କାରେ ଆଜି ବଡ ଧରଣର ଭୂକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ରହିଥିଲା। ତେବେ କ୍ଷୟକ୍ଷତି ନେଇ କୌଣସି ରିପୋର୍ଟ ଆସିନାହିଁ। ଅନ୍ୟପକ୍ଷରେ ଏହି ଭୂକମ୍ପର ଝଟକା ଏତେ ଅଧିକ ଥିଲା ଯେ ଏନେଇ ସୁନାମୀ ଆଲର୍ଟ ଦିଆଯାଇଛି । USGSର…

ମୋଦିଙ୍କ ଗସ୍ତ ବେଳେ ଭାରତ-ଆମେରିକା ମଧ୍ୟରେ ୮ଟି ବଡ଼ ବୁଝାମଣା

ନୂଆଦିଲ୍ଲୀ: ୩ ଦିନିଆ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦି ଗସ୍ତ ସମୟରେ ଅନେକ ବଡ଼ ବୁଝାମଣାରେ ସ୍ୱାକ୍ଷର କରିଛନ୍ତି । ହ୍ୱାଇଟ୍ ହାଉସର ଓଭାଲ କାର୍ଯ୍ୟାଳୟରେ ପିଏମ୍ ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ବୈଠକ ସହ ଗୋଟିଏ ପରେ ଗୋଟିଏ ବୁଝାମଣା ଉପରେ ମୋହର…

୨୦୨୪ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ଜୋ ବାଇଡେନ୍ ଓ କମଲା ହ୍ୟାରିସ୍

ୱାଶିଂଟନ୍: ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ଜୋ ବାଇଡେନ୍ । ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ନେଇ ଘୋଷଣା କରିଛନ୍ତି ଜୋ ବାଇଡେନ୍ । ଏନେଇ ସେ ଏକ ୩ ମିନିଟର କ୍ୟାମ୍ପେନ୍ ଭିଡିଓ ଜାରି କରିଛନ୍ତି । କ୍ୟାମ୍ପେନ ଭିଡିଓରେ ଆମେରିକୀୟ ଗଣତନ୍ତ୍ରକୁ ସୁରକ୍ଷା ଦେବା କଥା କୁହାଯାଇଛି ।…

ତାଇୱାନ ସୀମାରେ ଚୀନର ଯୁଦ୍ଧାଭ୍ୟାସ, ଡ୍ରାଗନ କରିବ କି ଆକ୍ରମଣ ?

ନୂଆଦିଲ୍ଲୀ: ତାଇୱାନ ରାଷ୍ଟ୍ରପତିଙ୍କ ଆମେରିକା ଗସ୍ତକୁ ନେଇ ବିବ୍ରତ ହୋଇ ପଡ଼ିଥିବା ଚୀନ ଯୁଦ୍ଧ ଅଭ୍ୟାସ ଆରମ୍ଭ କରିଛି । ଦ୍ୱିତୀୟ ଦିନର ଯୁଦ୍ଧାଭ୍ୟାସରେ ଚୀନ ୭୧ଟି ଫାଇଟର ଜେଟ୍ ସାହାଯ୍ୟରେ ତାଇୱାନକୁ ଘେରିବାକୁ ଚେଷ୍ଟା କରିଛି । ଏହି ଅପରେସନର ନା ରଖାଯାଇଛି ଜଏଣ୍ଟ ସ୍ୱାର୍ଡ । ଯାହା…