Latest Odisha News

BREAKING NEWS

ରିଲିଜ ହେଲା ଆଇବିପିଏସ୍ ପ୍ରୋବେସନାରୀ ଅଫିସର ନିଯୁକ୍ତି ପରୀକ୍ଷା, ୨୦୨୦ର ଆଡମିଟ୍ କାର୍ଡ

ନୂଆଦିଲ୍ଲୀ: ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ ସିଲେକସନ (ଆଇବିପିଏସ୍) ମଙ୍ଗଳବାର ଦିନ ପ୍ରୋବେସନାରୀ ଅଫିସର (ପିଓ) ପଦବୀ ପାଇଁ ଆଇବିପିଏସ୍ ପ୍ରାଥମିକ ନିଯୁକ୍ତି ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ପ୍ରକାଶ କରିଛି।

ନାମଲେଖା ହୋଇଥିବା ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ ibps.in ପରିଦର୍ଶନ କରି ଅନଲାଇନରେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ |

ଅକ୍ଟୋବର ୩, ୧୦ ଏବଂ ୧୧ ରେ ଏହି ଅନୁଷ୍ଠାନ ଆଇବିପିଏସ୍ (PO) ପ୍ରାଥମିକ ପରୀକ୍ଷା କରିବ। ଜାତୀୟକରଣ ବ୍ୟାଙ୍କଗୁଡିକରେ ପ୍ରୋବେସନାରୀ ଅଫିସର (PO) ଚୟନ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେବ।

Comments are closed.