Latest Odisha News

BREAKING NEWS

ମୋଷ୍ଟ ୱାଣ୍ଟେଡ ଏଟିଏମ୍ ଲୁଟେରା ଗିରଫ

ଭୁବନେଶ୍ୱର: ରାଜଧାନୀରୁ ଧରାପଡିଲା ମୋଷ୍ଟ ୱାଟେଂଡ ଏଟିଏମ୍ ଲୁଟେରା । କୁଖ୍ୟାତ ଲୁଟେରା ସମ୍ଭବ ଆଚାର୍ଯ୍ୟକୁ ପୋଲିସ ଗିରଫ କରିଛି । ସମ୍ଭବ ସମେତ ୬ ଜଣଙ୍କୁ ସ୍ପେଶାଲ ସ୍କାର୍ଡ ଗିରଫ କରିଥିବା ଜଣାପଡିଛି । ଏମାନଙ୍କ ଠାରୁ ନଗଦ ୪୨ ହଜାର ଟଙ୍କା ଜବତ ହୋଇଛି ।

ପୂର୍ବରୁ ଲୁଟେରା ସମ୍ଭବ ନାଁରେ ପୁଣେରେ ୩ଟି ଓ ଭୁବନେଶ୍ୱରରେ ୮ଟି ମାମଲା ରହିଛି । ଏଥିସହ ବିଭିନ୍ନ ସ୍ଥାନରେ ୩୦ରୁ ଉର୍ଦ୍ଧ୍ୱ ଅପରାଧିକ ମାମଲା ସମ୍ଭବ ନାଁରେ ରହିଥିବା ପୋଲିସ କହିଛି ।

Leave A Reply

Your email address will not be published.