Latest Odisha News

BREAKING NEWS

କୋଭିଡ ପଜିଟିଭ ଚିହ୍ନଟ ହେଲେ ସସ୍ମିତ ପାତ୍ର 

ଭୁବନେଶ୍ୱର: ବିଜେଡି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ କରୋନା । ଏନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି ।

ସସ୍ମିତ ଟ୍ୱିଟ କରି ଲେଖିଛନ୍ତି ଯେ, ” ମୁଁ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ମୁଁ ହୋମ ଆଇସୋଲେସନ ରେ ରହିଛି”। କିଛି ଦିନ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ମୋର ଅନୁରୋଧ ସେମାନେ ନିଜକୁ ସଙ୍ଗରୋଧରେ ରଖନ୍ତୁ । ଆମେ ସମସ୍ତେ ମିଶି କରୋନାକୁ ହରାଇ ପାରିବ । ସୁରକ୍ଷିତ ରୁହନ୍ତୁ” ।

Leave A Reply

Your email address will not be published.