Latest Odisha News

BREAKING NEWS

ନିଜ ଅଭୁଲା ଦିନର କିଛି ଭିଡ଼ିଓ ଫ୍ୟାନ୍ସ ମାନଙ୍କ ସହ ସେୟାର କଲେ ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ: ଗ୍ଲୋବାଲ ଷ୍ଟାର ତଥା ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନସ୍ ‘ଅନଫିନିସଡ଼’ ନାମକ ଏକ ପୁସ୍ତକର ଟିଜର ସେୟାର କରିଛନ୍ତି।

ସେ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ବ୍ଲାଙ୍କ ପୋଷ୍ଟ ସେୟାର କରିଥିଲେ, ଯେଉଁଥିରେ କ୍ୟାପସନ ରହିଛି “Something is coming….” ।

 

View this post on Instagram

 

#unfinished

A post shared by Priyanka Chopra Jonas (@priyankachopra) on

 

View this post on Instagram

 

#unfinished

A post shared by Priyanka Chopra Jonas (@priyankachopra) on


କିଛି ଘଣ୍ଟା ପରେ, ପ୍ରିୟଙ୍କା ଚୋପ୍ରା ଜୋନାସ୍ ଏକ ଛୋଟ ଭିଡିଓ ସେୟାର କରିଥିଲେ ଯାହାକି ତାଙ୍କ ପିଲାଦିନର ଫଟୋ ଏବଂ ୨୦୦୦ ମସିହା ମିସ୍ ୱାର୍ଲ୍ଡ ର ଆଇକନିକ୍ ମୁହୂର୍ତ୍ତ ଥିଲା । ଯେଉଁଥିରେ ସେ ବିଜେତା ମୁକୁଟ ପିନ୍ଧିଥିଲେ ।

 

View this post on Instagram

 

Something’s coming…

A post shared by Priyanka Chopra Jonas (@priyankachopra) on

ସେ ଏହି ଭିଡ଼ିଓଟି ରେ କ୍ୟାପସନ ରଖିଛନ୍ତି #unfinished ।”

Leave A Reply

Your email address will not be published.