Latest Odisha News

BREAKING NEWS

ତାମିଲନାଡୁ ବିଧାନସଭା ନିର୍ବାଚନରେ ପଲାନିସ୍ୱାମୀ AIADMK ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଆସନ୍ତାବର୍ଷ ତାମିଲନାଡୁରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଏଆଇଏଡିଏମକେ । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଥିବା ଇ. ପଲାନୀସ୍ୱାମୀଙ୍କୁ ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷଣା କରିଛନ୍ତି । ତାଙ୍କ ନେତୃତ୍ୱରେ ଆଗାମୀ ବିଧାନସଭା ନିର୍ବାଚନ ଲଢ଼ିବ ଏଆଇଏଡିଏମକେ ।

ସେହପିରି ଏଆଇଏଡିଏମକେ ମୁଖ୍ୟ ଭାବରେ କାର୍ଯ୍ୟଭାର ତୁଲାଇବେ ଓ. ପନିରସେଲଭମ୍ । ପିଲାନୀସ୍ୱାମୀଙ୍କ ନାଁ ଘୋଷଣା ପରେ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହର ମାହୋଲ । ଦଳୀୟ ନେତା ଓ କର୍ମୀ ପିଲାନୀସ୍ୱାମୀ ଓ ପନିରସେଲଭମଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.