Latest Odisha News

BREAKING NEWS

ବେକରେ ଛୁରି ଲଗାଇ ଲୁଟ୍

ଆଠଗଡ: ଘରେ ପଶି ବେକରେ ଛୁରି ଲଗାଇ ଲୁଟ୍ । ଏଭଳି ଅଭିଯୋଗ ଆସିଛି ଆଠଗଡ ଜିଲ୍ଲା ଖୁଂଟୁଣି ଥାନା ଖମାର ନୂଆଗାଁରେ । ଗତ ବିଳମ୍ବିତ ରାତିରେ ଘରେ ଦୁର୍ବୃତ୍ତମାନେ ପସି ବେକରେ ଛୁରି ଲଗାଇ ଟଙ୍କା ଓ ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.