ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ନଭେମ୍ବର ୩ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ସାଧାରଣ ଜନତାଙ୍କ ମତଦାନ ପ୍ରକ୍ରିୟା ଆରମ୍ଭ ହେବ। ଏଥର ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ ବିଡେନ୍ ଏବଂ ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏହି ପ୍ରତିଯୋଗିତା ଚାଲିଛି। ତେବେ ଭାରତୀୟ ସମୟ ଅନୁଯାୟୀ ଆସନ୍ତାକାଲି ଅପରାହ୍ନ ୪.୩୦ରୁ ଆମେରିକାରେ ମତଦାନ ପ୍ରକ୍ରିୟା ଆରମ୍ଭ ହେବ। ନୂଆଦିଲ୍ଲୀ ଏବଂ ଆମେରିକାର ରାଜଧାନୀ ୱାଶିଂଟନରେ ୧୦.୩୦ ମିନିଟ୍ ଘଣ୍ଟାର ସମୟ ପାର୍ଥକ୍ୟ ଅଛି। ଏଥର ଆମେରିକାରେ ମତଦାନ ସକାଳ ୬ ଟାରୁ ରାତି ୯ ଟା ପର୍ଯ୍ୟନ୍ତ ହେବ।
BREAKING NEWS
- ସମ୍ବିଧାନ ପରିବର୍ତ୍ତନ କରିବା ବ୍ୟକ୍ତି ଆଜି ସମ୍ବିଧାନର ପ୍ରସଙ୍ଗ ଉଠାଉଛନ୍ତି: କଂଗ୍ରେସ ଉପରେ ସୁଦର୍ଶନ ତ୍ରିବେଦୀଙ୍କ ଆକ୍ରମଣ
- ଏପଟେ ଓଡ଼ିଆ ଅସ୍ମିତାର କଥା କହୁଛନ୍ତି, ସେପଟେ ମୁଖ୍ୟମନ୍ତ୍ରୀଙ୍କୁ ଗାଳି ଦେଉଛନ୍ତି ବାହାର ରାଜ୍ୟର ନେତା: ପାଣ୍ଡିଆନ
- କାର୍ଯ୍ୟରତ ଡାକ୍ତରଙ୍କୁ ନିର୍ଦ୍ଧୂମ ଛେଚିଲେ ରୋଗୀଙ୍କ ସମ୍ପର୍କୀୟ
- ‘କେଜ୍ରିୱାଲ ଭ୍ରଷ୍ଟାଚାର ବୋତଲରେ ମହିଳାଙ୍କ ସମ୍ମାନକୁ ବନ୍ଦ କରି ମଦ ପରଷୁଛନ୍ତି’
- ନାମାଙ୍କନ ଭରିଥିବା ହାସ୍ୟ ଅଭିନେତା ଶ୍ୟାମ ରଙ୍ଗୀଲାଙ୍କ ପ୍ରାର୍ଥିପତ୍ର ଖାରଜ
- ‘ଶପଥ ନେଲା ପରେ ପ୍ରତିଶ୍ରୁତି ପୂରଣ କରୁ, ଏହା ମୋଦୀଙ୍କ ଗ୍ୟାରେଣ୍ଟି’
- ଖଲ୍ଲିକୋଟ ନିର୍ବାଚନୀ ହିଂସାକୁ ମୁଖ୍ୟମନ୍ତ୍ରୀଙ୍କ ନିନ୍ଦା, ଘଟଣାରେ ୮ ଗିରଫ
- ଅବସର କେବେ ନେବେ ସୂଚନା ଦେଲେ କୋହଲି
- ‘ସାଧାରଣ ଲୋକଙ୍କ ଟଙ୍କାରେ ଦେଶର ଗରିବ ଲୋକଙ୍କୁ ମାଗଣା ରାସନ ଦେଇ ବାଃ ବାଃ ନେଉଛି ବିଜେପି’
- ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାର, ନବୀନ ବାବୁଙ୍କୁ ଆରାମ ଦରକାର: ଜେପି ନଡ୍ଡା