ଭୁବନେଶ୍ୱର : ଏଣିକି ବିଧାନସଭାରେ ଅନଲାଇନ ଫାଇଲ କାମ ହେବ । ଆଉ ପେପରଲେସ୍ ହେବ ବିଧାନସଭା । ଏଥି ପାଇଁ ଆଜିଠାରୁ ଓକାକ ପକ୍ଷରୁ ଟ୍ରେନିଂ ଦିଆଯିବ । ବିଧାନସଭା କର୍ମଚାରୀ, ବାଚସ୍ପତି, ଉପବାଚସ୍ପତି ଓ ବିଧାୟକମାନେ ଏହି ଟ୍ରେନିଂ ନେବେ । ଚଳିତ ଶୀତ ଅଧିବେଶନରେ ଅନଲାଇନରେ ବିଧାଯକମାନେ ପ୍ରଶ୍ନ ପଚାରିବେ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି । ଓସ୍ବାସ୍ ସଫ୍ଟ ଓୱୟର ଜରିଆରେ ଏହି କାମ କରାଯି୍ବ ।
ପ୍ରଥମେ ପୟରେ ବିଧାନସଭା ଆକାଉଣ୍ଟସ୍ ବିଭାଗ, ଅଫିସ୍ ଏଷ୍ଟାବ୍ଲିସ୍ମେଣ୍ଟ୍, ସାଧାରଣ ଓ ଆନୁସଙ୍ଗିକ ବିଭାଗର କର୍ମଚାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏସବୁ ବିଭାଗର ଏଏସ୍ଓ, ଏସ୍ଓ, ଡେସ୍କ୍ ଅଫିସର, ଅନୁସଚିବ, ଉପଶାସନ ସଚିବ, ସଚିବଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏହା ପରେବ ବାଚସ୍ପତି ଓ ଉପବାଚସ୍ପତି ବି ଅନ୍ଲାଇନ୍ ଫାଇଲ କାମ ପାଇଁ ପ୍ରଶିକ୍ଷଣ ନେବେ । ଏଥି ପାଇଁ ମୋଟ ୮ କୋଟି ୫୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ।
BREAKING NEWS
- Monsoon Fury: ଆସମରୁ କାଶ୍ମୀର, ଗୁଜରାଟରୁ ଓଡ଼ିଶା…ବିତ୍ପାତ ରଚୁଛି ବନ୍ୟା! ପାଣି ନେଉଛି କୁଢ କୁଢ ପ୍ରାଣ…
- Soumya Ranjan Death Case: ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ବଡ଼ ଆକ୍ସନ, ସରେଣ୍ଡର ପରେ ସସପେଣ୍ଡ ହେଲେ IFS ଅଧିକାରୀ ସଂଗ୍ରାମ କେଶରୀ ବେହେରା
- Middle East Tensions: ଇରାନ ଉପରେ ବଡ଼ ଆକ୍ରମଣ କରିବେ ଟ୍ରମ୍ପ? ମଧ୍ୟପ୍ରାଚ୍ୟ ଛାଡ଼ିବାକୁ ଆମେରିକୀୟ ନାଗରିକଙ୍କୁ ପରାମର୍ଶ, ବଢ଼ିଲା ଯୁଦ୍ଧ ଆଶଙ୍କା!
- Odisha Floods: ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ବଡ ସହାୟତା, ଓଡିଶା ପାଇଁ ୫୦୦ କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସରକାର
- BKPPER: ବିକାଶର ନୂଆ ମଡେଲକୁ କ୍ୟାବିନେଟର ମଞ୍ଜୁରୀ, ରାଜ୍ୟର ପ୍ରଥମ ସିଟି ଇକୋନୋମିକ୍ ରିଜିଅନ୍ ହେବ ଭୁବନେଶ୍ୱର–କଟକ–ପୁରୀ–ପାରାଦୀପ…
- Odisha Cabinet: ପିଏମ୍ ଆବାସ ଯୋଜନା ୨.୦, ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ୨.୦ ସହ ଜଳସେଚନ ପ୍ରକଳ୍ପ, ଜାଣନ୍ତୁ କ୍ୟାବିନେଟରେ କେଉଁ ପ୍ରସ୍ତାବକୁ ମିଳିଲା ସବୁଜ ସଙ୍କେତ?
- ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ
- State Cabinet:୬ ବିଭାଗର ୧୧ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ
- Bomb-making document found:ମେଡିକାଲ୍ କଲେଜରେ ମିଳିଲା ବୋମା ତିଆରି ସମ୍ବନ୍ଧୀୟ ତଥ୍ୟ ଥିବା ଏକ କାଗଜ ଖଣ୍ଡ ;ଛାତ୍ର ଅଟକ
- ମହାନଦୀରେ ଆଉ ବଢ଼ିବନି ପାଣି,ଟଳୁଛି ବଡ଼ ବନ୍ୟା ଆଶଙ୍କା:ସର୍ବୋଚ୍ଚ ଯନ୍ତ୍ରୀ
Comments are closed.