Latest Odisha News

BREAKING NEWS

Browsing Tag

Training

୮ କଲେଜ ସହ କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ୍

ଭବାନିପାଟଣା: ଇ-ଆଡମିଶନ ନେଇ ଭୁବନେଶ୍ୱରରେ ହୋଇଥିବା ଟ୍ରେନିଂରେ ଯୋଗ ଦେଇ ନଥିବାରୁ ୮ କଲେଜ ସହ କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ସରକାର । ମେ ୨୩ ଓ ୨୪ ଦୁଇଦିନ ଧରି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତାଲିମ୍ ଶିବିର…

ବିଦେଶୀ ଗୁଇନ୍ଦା ପାରାକୁ ଠାବ କରିବେ ତାଲିମପ୍ରାପ୍ତ ଦେଶୀ ପାରା, ଗୋଡ଼ରେ ଲଗାଯିବ କ୍ୟାମେରା ଓ ଅତ୍ୟାଧୁନିକ ଯନ୍ତ୍ର

ଭୁବନେଶ୍ବର : ପ୍ରଥମେ ପାରାଦୀପ ଓ ପରେ ଅସ୍ତରଙ୍ଗରୁ ସମାନ ସନ୍ଦିଗ୍ଧ ପାରା ମିଳିବାପରେ ତତ୍ପରତା ଦେଖାଇଛି ଓଡ଼ିଶା ପୋଲିସର ପିଜିଅନ ସର୍ଭିସ ବିଭାଗ । ସୂଚନା ଅନୁସାରେ ବିଦେଶୀ ଗୁଇନ୍ଦା ପାରାକୁ ଠାବ କରିବା ପାଇଁ ନିର୍ଦ୍ଦିଷ୍ଟ ପ୍ରଜାତିର ଦେଶୀ ପାରାଙ୍କୁ ଓଡ଼ିଶା ପୋଲିସର ପିଜିଅନ ସର୍ଭିସ…

ପେପରଲେସ୍ ବିଧାନସଭା ପାଇଁ ଆଜିଠୁ ବିଧାନସଭା କର୍ମଚାରୀଙ୍କୁ ଦିଆଯିବ ଟ୍ରେନିଂ

ଭୁବନେଶ୍ୱର : ଏଣିକି ବିଧାନସଭାରେ ଅନଲାଇନ ଫାଇଲ କାମ ହେବ । ଆଉ ପେପରଲେସ୍ ହେବ ବିଧାନସଭା । ଏଥି ପାଇଁ ଆଜିଠାରୁ ଓକାକ ପକ୍ଷରୁ ଟ୍ରେନିଂ ଦିଆଯିବ । ବିଧାନସଭା କର୍ମଚାରୀ, ବାଚସ୍ପତି, ଉପବାଚସ୍ପତି ଓ ବିଧାୟକମାନେ ଏହି ଟ୍ରେନିଂ ନେବେ । ଚଳିତ ଶୀତ ଅଧିବେଶନରେ ଅନଲାଇନରେ ବିଧାଯକମାନେ…