ଦୀପାବଳିରେ ବାରଣାସୀବାସୀଙ୍କୁ ଉପହାର ଦେଲେ ମୋଦୀ; ସମ୍ବୋଧନରେ କହିଲେ ବାବା ବିଶ୍ୱନାଥଙ୍କ କୃପାରୁ ସବୁ ସମ୍ଭବ ହୋଇପାରୁଛି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ତାଙ୍କ ସଂସଦ ନିର୍ବାଚନମଣ୍ଡଳୀ ବାରାଣାସୀଙ୍କୁ ଦିପାବଳୀର ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ୭୦୦ କୋଟିରୁ ଅଧିକ ଯୋଜନାର ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀକୁ ସମ୍ବୋଧନ କରି କହିଛନ୍ତି ଯେ କାଶୀରେ ଯାହା ଘଟୁଛି ତାହା ବାବା ବିଶ୍ୱନାଥଙ୍କ କୃପା ଦ୍ୱାରା ସମ୍ଭବ ହୋଇପାରୁଛି।
Comments are closed.